ମୋଦିଙ୍କ ସହ ସେଲ୍‌ଫି ନେଲେ ସେବାୟତ

ଭୁବନେଶ୍ୱର: ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଯୋଗ ଦେବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ପ୍ରାୟ ୧୫ରୁ ୨୦ ମିନିଟ୍ ଧରି ସେ ମନ୍ଦିରରେ ରହିଥିଲେ। ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ଅନ୍ୟାନ୍ୟ ଦେବାଦେବୀଙ୍କ ଦର୍ଶନ କରିଥିଲେ।  ତା’ସହିତ ସେବାୟତଙ୍କ ସହ ଆଲୋଚନା କରିଥିଲେ। ତେବେ ଏଠିବି ଦେଖିବାକୁ ମିଳିଥିଲା ମୋଦି କ୍ରେଜ୍। ମନ୍ଦିର ପରିସରରେ ସେବାୟତମାନେ ପ୍ରଧାନମନ୍ତ୍ରୀଙ୍କ ସହ ଫଟୋ ଉଠାଇଥିଲେ। କିଛି ଯୁବ ସେବାୟତ ପ୍ରଧାନମନ୍ତ୍ରୀଙ୍କ ସହ […]

modi

modi

Rakesh Mallick
  • Published: Sunday, 16 April 2017
  • Updated: 16 April 2017, 09:59 PM IST

Sports

Latest News

ଭୁବନେଶ୍ୱର: ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଯୋଗ ଦେବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ପ୍ରାୟ ୧୫ରୁ ୨୦ ମିନିଟ୍ ଧରି ସେ ମନ୍ଦିରରେ ରହିଥିଲେ। ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ଅନ୍ୟାନ୍ୟ ଦେବାଦେବୀଙ୍କ ଦର୍ଶନ କରିଥିଲେ।  ତା’ସହିତ ସେବାୟତଙ୍କ ସହ ଆଲୋଚନା କରିଥିଲେ।

ତେବେ ଏଠିବି ଦେଖିବାକୁ ମିଳିଥିଲା ମୋଦି କ୍ରେଜ୍। ମନ୍ଦିର ପରିସରରେ ସେବାୟତମାନେ ପ୍ରଧାନମନ୍ତ୍ରୀଙ୍କ ସହ ଫଟୋ ଉଠାଇଥିଲେ। କିଛି ଯୁବ ସେବାୟତ ପ୍ରଧାନମନ୍ତ୍ରୀଙ୍କ ସହ ସେଲ୍‌ଫି ନେବା ଦେଖାଯାଇଥିଲା। ମୋଦି ବେଢ଼ା ପରିକ୍ରମା କରୁଥିବା ବେଳେ ଏହି ସେବାୟତମାନେ ତାଙ୍କ ସହ ସେଲ୍‌ଫି ନେଉଥିବା ଦେଖାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos