ସ୍ପା’ରେ ଦେହ ବ୍ୟବସାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଲକ୍ଷ୍ମୀସାଗର ଏକ ସ୍ପାରେ ଚାଲିଥିଲା ଦେହ ବ୍ୟବସାୟ ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ କମିଶନରେଟ୍‌ ପୋଲିସ ଉକ୍ତ ସ୍ପା’ ରେ ଚଢ଼ାଉ କରି ୩ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଦୁଇ ଗ୍ରାହକଙ୍କୁ ଗିରଫ କରିଛି। ତେବେ କେତେଦିନ ଧରି ଏହି ସ୍ପାରେ ଦେହ ବ୍ୟବସାୟ ଚାଲିଥିଲା, ତାହା ଜଣାପଡ଼ି ନାହିଁ। ପୋଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛି। ରାଜଧାନୀ ଭୁବନେଶ୍ୱରରେ ସ୍ପା ଗୁଡ଼ିକ ସୁରକ୍ଷିତ ମନେ ହେଉନାହିଁ। ସେଠାରେ […]

sex

sex

Rakesh Mallick
  • Published: Wednesday, 10 January 2018
  • Updated: 10 January 2018, 09:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଲକ୍ଷ୍ମୀସାଗର ଏକ ସ୍ପାରେ ଚାଲିଥିଲା ଦେହ ବ୍ୟବସାୟ ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ କମିଶନରେଟ୍‌ ପୋଲିସ ଉକ୍ତ ସ୍ପା’ ରେ ଚଢ଼ାଉ କରି ୩ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଦୁଇ ଗ୍ରାହକଙ୍କୁ ଗିରଫ କରିଛି। ତେବେ କେତେଦିନ ଧରି ଏହି ସ୍ପାରେ ଦେହ ବ୍ୟବସାୟ ଚାଲିଥିଲା, ତାହା ଜଣାପଡ଼ି ନାହିଁ। ପୋଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛି।

ରାଜଧାନୀ ଭୁବନେଶ୍ୱରରେ ସ୍ପା ଗୁଡ଼ିକ ସୁରକ୍ଷିତ ମନେ ହେଉନାହିଁ। ସେଠାରେ ବିଭିନ୍ନ ଅନୈତିକ କାମ ଚାଲୁଥିବା ଅଭିଯୋଗ ହେଉଛି। ପୋଲିସର ଚଢ଼ାଉ ସତ୍ତ୍ୱେ ଦଲାଲମାନେ ସେମାନଙ୍କ କାୟା ବିସ୍ତାର କରିଚାଲିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story