ଭଡ଼ା ଘରେ ସେକ୍ସ ରାକେଟ୍‌, କିଙ୍କପିନ୍‌ ଗିରଫ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ମହାନଗର ଓମବିହାରରେ ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ କାରବାର। କୌଣସି ସୂତ୍ରରୁ ଖବର ପାଇ ଗୋସାଇଁନୂଆଗାଁ ଥାନା ପୋଲିସ ଚଢ଼ାଉ କରି କିଙ୍କପିନ୍‌ଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଏହାଛଡ଼ା ଜଣେ ଦେହଜୀବୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ସେ ପଶ୍ଚିମବଙ୍ଗରର ବୋଲି ଜଣାପଡ଼ିଛି। ଏହି ଘରେ ଦୀର୍ଘ ଦିନ ଧରି ସେକ୍ସ ରାକେଟ୍‌ ଚାଲିଥିବା ପୋଲିସ ଜାଣିବାକୁ ପାଇଛି। ଚଢ଼ାଉ ସମ୍ପର୍କରେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ମୁଖ୍ୟଅଭିଯୁକ୍ତଙ୍କୁ […]

sex

sex

Rakesh Mallick
  • Published: Friday, 11 May 2018
  • Updated: 11 May 2018, 04:59 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ମହାନଗର ଓମବିହାରରେ ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ କାରବାର। କୌଣସି ସୂତ୍ରରୁ ଖବର ପାଇ ଗୋସାଇଁନୂଆଗାଁ ଥାନା ପୋଲିସ ଚଢ଼ାଉ କରି କିଙ୍କପିନ୍‌ଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଏହାଛଡ଼ା ଜଣେ ଦେହଜୀବୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ସେ ପଶ୍ଚିମବଙ୍ଗରର ବୋଲି ଜଣାପଡ଼ିଛି।

ଏହି ଘରେ ଦୀର୍ଘ ଦିନ ଧରି ସେକ୍ସ ରାକେଟ୍‌ ଚାଲିଥିବା ପୋଲିସ ଜାଣିବାକୁ ପାଇଛି। ଚଢ଼ାଉ ସମ୍ପର୍କରେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ମୁଖ୍ୟଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos