ସର୍ଦ୍ଦାର ରାଜାସ୍ ପ୍ରସଙ୍ଗ: ଭିଏସ୍ଏସ୍ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି, ଆଜି ବି କଲେଜ ଗେଟରେ ପକାଇଲେ ତାଲା  

ସମ୍ବଲପୁର: ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ୍ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ବିରୋଧ କରି ବୁର୍ଲା ଭିଏସ୍ଏସ୍ ମେଡିକାଲ୍ କଲେଜ୍ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି। ଗତକାଲି ଭଳି ଆଜି ମଧ୍ୟ କଲେଜ୍ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ। ତା’ସହିତ  ଛାତ୍ରମାନଙ୍କର ଏକ ପ୍ରତିନିଧି ଦଳ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ସମ୍ୱଲପୁର ଖଣ୍ଡୁଆଳସ୍ଥିତ ନିଗମାନନ୍ଦ ଭକ୍ତ ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ଛାତ୍ରଛାତ୍ରୀମାନେ ତାଙ୍କୁ ଭେଟିଥିଲେ। ଆଗକୁ ଏନେଇ ଆଲୋଚନା କରାଯିବ ବୋଲି […]

s

s

Rakesh Mallick
  • Published: Tuesday, 29 December 2015
  • Updated: 29 December 2015, 03:37 PM IST

ସମ୍ବଲପୁର: ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ୍ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ବିରୋଧ କରି ବୁର୍ଲା ଭିଏସ୍ଏସ୍ ମେଡିକାଲ୍ କଲେଜ୍ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି। ଗତକାଲି ଭଳି ଆଜି ମଧ୍ୟ କଲେଜ୍ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ। ତା’ସହିତ  ଛାତ୍ରମାନଙ୍କର ଏକ ପ୍ରତିନିଧି ଦଳ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ସମ୍ୱଲପୁର ଖଣ୍ଡୁଆଳସ୍ଥିତ ନିଗମାନନ୍ଦ ଭକ୍ତ ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ଛାତ୍ରଛାତ୍ରୀମାନେ ତାଙ୍କୁ ଭେଟିଥିଲେ। ଆଗକୁ ଏନେଇ ଆଲୋଚନା କରାଯିବ ବୋଲି କେବଳ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ। ସର୍ଦ୍ଦାର ରାଜାସ୍ ମେଡିକାଲ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସରକାରୀ ମେଡିକାଲ କଲେଜରେ ଆଡମିସନ୍ ପାଇଁ ହାଇକୋର୍ଟଙ୍କ ନିଦ୍ଦେର୍ଶ ସତ୍ତ୍ୱେ ପ୍ରତିବାଦ ଜାରି ରଖିଛନ୍ତି ବୁର୍ଲା ମେଡିକାଲ୍ କଲେଜ ଛାତ୍ରଛାତ୍ରୀ ।

ଥମୁନି ସର୍ଦ୍ଦାର ରାଜାସ ମେଡିକାଲ କଲେଜ ଛାତ୍ରଛାତ୍ରୀ ସ୍ଥାନାନ୍ତର ବିବାଦ। ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀଙ୍କ ଆଡମିଶନକୁ ବିରୋଧୀ କରି ୩ଦିନ ହେଲା ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି ବୁର୍ଲା ମେଡିକାଲ କଲେଜ୍ ଛାତ୍ରଛାତ୍ରୀ। ୫ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ଥିବାରୁ ସେଯାଏଁ ଆଡମିଶନ ନ କରିବାକୁ ସେମାନେ ଦାବି କରିଛନ୍ତି। ଗେଟରେ ତାଲା ପଡିଥିବାରୁ ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀ ଆଡମିସନ ପାଇଁ ରିପୋର୍ଟିଂ କରିପାରି ନ ଥିଲେ। ମାତ୍ର କଲେଜ କର୍ତ୍ତୃପକ୍ଷ ପିଲାଙ୍କୁ ହସ୍ପିଟାଲକୁ ଡାକି ଡକ୍ୟୁମେଣ୍ଟ ସଂଗ୍ରହ କରିଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story