ସୁନାପୁର ବେଳାଭୂମିରେ ୨ କୁଇଣ୍ଟାଲର ସାର୍କ ମାଛ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ ସୁନାପୁର ବେଳାଭୂମିରେ ୨ କୁଇଣ୍ଟାଲ ଓଜନର ହ୍ୱେଲ୍ ସାର୍କ ମାଛର ମୃତ୍ୟୁ ଘଟିଛି। ଗତକାଲି ମାଛଟି ଜୀବନ୍ତ ଅବସ୍ଥାରେ କୂଳରେ ଲାଗିଥିଲା। ସ୍ଥାନୀୟ ମତ୍ସ୍ୟଜୀବୀ ଓ ପିଲାମାନେ ଏହାକୁ ଦେଖି ସମୁଦ୍ର ଭିତରେ ଛାଡ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ କିଛି ସମୟ ମଧ୍ୟରେ ମାଛଟିର ମୃତ୍ୟୁ ଘଟିଥିଲା। ଏହାର ଲମ୍ବ ପ୍ରାୟ ୧୫ ଫୁଟ୍ ହେବ। ତେବେ ଆଜି ମୃତ ମାଛଟିର ବ୍ୟବଚ୍ଛେଦ କରାଯିବ ବୋଲି ବନ […]

sark00

sark00

Tapaswini Nayak
  • Published: Monday, 02 March 2020
  • Updated: 02 March 2020, 07:58 AM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ ସୁନାପୁର ବେଳାଭୂମିରେ ୨ କୁଇଣ୍ଟାଲ ଓଜନର ହ୍ୱେଲ୍ ସାର୍କ ମାଛର ମୃତ୍ୟୁ ଘଟିଛି। ଗତକାଲି ମାଛଟି ଜୀବନ୍ତ ଅବସ୍ଥାରେ କୂଳରେ ଲାଗିଥିଲା। ସ୍ଥାନୀୟ ମତ୍ସ୍ୟଜୀବୀ ଓ ପିଲାମାନେ ଏହାକୁ ଦେଖି ସମୁଦ୍ର ଭିତରେ ଛାଡ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ କିଛି ସମୟ ମଧ୍ୟରେ ମାଛଟିର ମୃତ୍ୟୁ ଘଟିଥିଲା। ଏହାର ଲମ୍ବ ପ୍ରାୟ ୧୫ ଫୁଟ୍ ହେବ। ତେବେ ଆଜି ମୃତ ମାଛଟିର ବ୍ୟବଚ୍ଛେଦ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଗୋପାଳପୁର ସମୁଦ୍ର କୂଳକୁ ଏକ ବଡ଼ ସାର୍କ ଭାସି ଆସିଥିଲା। ସ୍ଥାନୀୟ ମତ୍ସ୍ୟଜୀବୀ ମାଛଟିକୁ ସମୁଦ୍ର ଭିତରକୁ ପଠାଇ  ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos