ସ୍ୟାଟ ଉଚ୍ଛେଦ ପ୍ରସଙ୍ଗ: ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

କଟକ; ଓଡିଶା ଆଡ଼ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ତଥା ସ୍ୟାଟ୍ ଉଚ୍ଛେଦ ପ୍ରସଙ୍ଗ ନେଇ ହାଇକୋର୍ଟ ମୁଖ୍ୟ ବିଚାରପତି ଅସନ୍ତୋଷ ପ୍ରକାଶ କରିଛନ୍ତି । ସ୍ୟାଟ୍ ଉଛେଦ ନିଷ୍ପତ୍ତି ପୂର୍ବରୁ ଏ ସମ୍ପର୍କରେ ରାଜ୍ୟ ସରକାର ତାଙ୍କଠାରୁ କୌଣସି ପରାମର୍ଶ ନେଇ ନ ଥିବା ସେ କହିଛନ୍ତି । ରାଜ୍ୟରେ କିନ୍ତୁ ଟ୍ରିବ୍ୟୁନାଲର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ବିଚାରପତି କହିଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଟ୍ରିବ୍ୟୁନାଲ ବାର୍ ଆସୋସିଏଶନ ସଭାପତି ସୂର୍ଯ୍ୟନାରାୟଣ ଦାସ। ଗତକାଲି ଭୁବନେଶ୍ୱର ଓ କଟକ […]

tribuna

tribuna

Rakesh Mallick
  • Published: Wednesday, 23 September 2015
  • Updated: 23 September 2015, 04:58 AM IST

Sports

Latest News

tribunaକଟକ; ଓଡିଶା ଆଡ଼ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ତଥା ସ୍ୟାଟ୍ ଉଚ୍ଛେଦ ପ୍ରସଙ୍ଗ ନେଇ ହାଇକୋର୍ଟ ମୁଖ୍ୟ ବିଚାରପତି ଅସନ୍ତୋଷ ପ୍ରକାଶ କରିଛନ୍ତି । ସ୍ୟାଟ୍ ଉଛେଦ ନିଷ୍ପତ୍ତି ପୂର୍ବରୁ ଏ ସମ୍ପର୍କରେ ରାଜ୍ୟ ସରକାର ତାଙ୍କଠାରୁ କୌଣସି ପରାମର୍ଶ ନେଇ ନ ଥିବା ସେ କହିଛନ୍ତି । ରାଜ୍ୟରେ କିନ୍ତୁ ଟ୍ରିବ୍ୟୁନାଲର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ବିଚାରପତି କହିଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଟ୍ରିବ୍ୟୁନାଲ ବାର୍ ଆସୋସିଏଶନ ସଭାପତି ସୂର୍ଯ୍ୟନାରାୟଣ ଦାସ। ଗତକାଲି ଭୁବନେଶ୍ୱର ଓ କଟକ ଟ୍ରିବ୍ୟୁନାଲ୍ ବାର୍ ଆସୋସିଏଶନର ୧୨ ଜଣିଆ ପ୍ରତିନିଧି ଦଳ ମୁଖ୍ୟ ବିଚାରପତିଙ୍କୁ ଭେଟିବା ପରେ ସଂଘର ସଭାପତି ଏହି ସୂଚନା ଦେଇଛନ୍ତି। ତେବେ ଟ୍ରିବ୍ୟୁନାଲ ଉଚ୍ଛେଦ ନିଷ୍ପତ୍ତି ବିରୋଧରେ ଆସନ୍ତାକାଲି ଉଭୟ ଟ୍ରିବ୍ୟୁନାଲ୍ ବାର୍ ଆସୋସିଏଶନ୍ ପକ୍ଷରୁ ମିଳିତ ଭାବେ ରାଜ୍ୟ ବ୍ୟାପି ଧର୍ମଘଟ କରାଯିବ ବୋଲି ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story