ବିଶେଷଜ୍ଞ ଟିମ୍‌ର ରିପୋର୍ଟ: ମେଣ୍ଢା ମର୍ଡ଼ର ପଛରେ ୩ ଜାନୁଆର, ଛୁଆକୁ ଶିକାର ଶିଖାଉଛି ମା’

ଭୁବନେଶ୍ୱର: ମେଣ୍ଢା ମୃତ୍ୟୁ ପଛରେ ଅଛନ୍ତି ୩ ଜନ୍ତୁ। ରାମଶିଆଳ, ଗଧିଆ ଏବଂ  ହେଟା ବାଘ। ଏହି ରିପୋର୍ଟ ଦେଇଛି ଓ୍ୱାଇଲ୍ଡ ଲାଇଫ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ(WII)ର ବିଶେଷଜ୍ଞ ଟିମ୍। ଏଥିସହ  ନବଜନ୍ମିତ ଛୁଆକୁ ଶିକାର ଶିଖାଇବା ପାଇଁ ଜନ୍ତୁମାନେ ଏଭଳି କରିଥାଇପାରନ୍ତି ବୋଲି  ବିଶେଷଜ୍ଞ ଟିମ୍ କହିଛି। ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ଟିମ୍‌ ଏହି ରିପୋର୍ଟ ଦେଇଛି। ନିଆଳି ସମେତ ଅନ୍ୟ ସ୍ଥାନରେ କିଛି ଦିନ ହେଲା ମେଣ୍ଢା ମୃତ୍ୟୁ ନେଇ ରାଜ୍ୟରେ […]

sheep-

sheep-

Rakesh Mallick
  • Published: Monday, 17 July 2017
  • Updated: 17 July 2017, 11:13 PM IST

Sports

Latest News

ଭୁବନେଶ୍ୱର: ମେଣ୍ଢା ମୃତ୍ୟୁ ପଛରେ ଅଛନ୍ତି ୩ ଜନ୍ତୁ। ରାମଶିଆଳ, ଗଧିଆ ଏବଂ  ହେଟା ବାଘ। ଏହି ରିପୋର୍ଟ ଦେଇଛି ଓ୍ୱାଇଲ୍ଡ ଲାଇଫ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ(WII)ର ବିଶେଷଜ୍ଞ ଟିମ୍। ଏଥିସହ  ନବଜନ୍ମିତ ଛୁଆକୁ ଶିକାର ଶିଖାଇବା ପାଇଁ ଜନ୍ତୁମାନେ ଏଭଳି କରିଥାଇପାରନ୍ତି ବୋଲି  ବିଶେଷଜ୍ଞ ଟିମ୍ କହିଛି। ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ଟିମ୍‌ ଏହି ରିପୋର୍ଟ ଦେଇଛି। ନିଆଳି ସମେତ ଅନ୍ୟ ସ୍ଥାନରେ କିଛି ଦିନ ହେଲା ମେଣ୍ଢା ମୃତ୍ୟୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହା ପଛର କାରଣ ଜାଣିବାରେ ବନ ବିଭାଗ ବିଫଳ ହେବା ପରେ ରାଜ୍ୟ ସରକାର ଓ୍ୱାଇଲ୍ଡ ଲାଇଫ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆର ସହାୟତା ନେଇଥିଲେ। ସେହି ଅନୁଯାୟୀ ବିଶେଷଜ୍ଞ ଟିମ୍ ଆସି ସମ୍ପୃକ୍ତ ଅଞ୍ଚଳକୁ ଅନୁଧ୍ୟାନ ପାଇଁ ଯାଇଥିଲା।

ବିଶେଜ୍ଞଙ୍କ ରିପୋର୍ଟ ଅନୁଯାୟୀ, ନିଆଳିରେ ଗଧିଆ ମେଣ୍ଢା ମାରୁଛି। ଭଞ୍ଜନଗରରେ ହେଟା ବାଘ ଓ ରାମଶିଆଳ ମେଣ୍ଢା ମୃତ୍ୟୁର କାରଣ। ନବଜନ୍ମିତ ଛୁଆକୁ ଶିକାର ଶିଖାଇବା ପାଇଁ ଜନ୍ତୁମାନେ ଏଭଳି କରିଥାଇ ପାରନ୍ତି ବୋଲି ବିଶେଷଜ୍ଞ ଟିମ୍‌ ଅନୁମାନ କରିଛି। ତେଣୁ କିଭଳି ମେଣ୍ଢା ଭଳି ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ରଖାଯାଇ ପାରିବ, କିଭଳି ପନ୍ଥା ଗ୍ରହଣ କଲେ ଆଗାମୀ ଦିନରେ ଏହି ସମସ୍ୟା ଉପୁଜିବ ନାହିଁ, ସେ ସଂକ୍ରାନ୍ତରେ ମଧ୍ୟ ଟିମ୍ ପରାମର୍ଶ ଦେଇଛନ୍ତି।

ଏପଟେ ଜନ୍ତୁ ଆକ୍ରମଣରେ ଯେଉଁମାନଙ୍କ ମେଣ୍ଢା ମରିଛି, ସେମାନଙ୍କୁ ମାସକ ମଧ୍ୟରେ କ୍ଷତିପୂରଣ ଦଆଯିବ। ଏନେଇ ପ୍ରଚଳିତ ନିୟମରେ ସଂଶୋଧନ କରାଯିବ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି। ଏଥିପାଇଁ ବନବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ମନ୍ତ୍ରୀ ମୋହର ମାରିଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story