ମହାଦେବଙ୍କୁ ବି ଛାଡ଼ିଲେନି, ମନ୍ଦିରରେ ପଶି କଳାକନା ବୁଲାଇଲେ

ସୋର (ଶଶୀକାନ୍ତ ବେହେରା): ଚୋରଙ୍କୁ ମାନିବାକୁ ପଡ଼ିବ। ଦେବ ଦେବ ମହାଦେବଙ୍କ ମନ୍ଦିରରେ ବି ପଶି କଳାକନା ବୁଲାଇଦେଲେ। ଗତକାଲି ରାତିରେ ଏମିତି ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସବିରା ଗାଁରେ ଘଟିଛି। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ରାତିରେ ସବିରା ଗାଁର ଦୁଇଟି ଶିବ ମନ୍ଦିରରୁ ଚୋରି ହୋଇଛି। ଚୋରମାନେ ତାଲା ଭାଙ୍ଗି ମନ୍ଦିରରୁ ଚୋରି କରି ନେଇଛନ୍ତି। ଆଜି ସକାଳେ ତାଲା ଭଙ୍ଗା ଯାଇଥିବା […]

lord shiva1

lord shiva1

Rakesh Mallick
  • Published: Monday, 07 May 2018
  • Updated: 07 May 2018, 03:42 PM IST

Sports

Latest News

ସୋର (ଶଶୀକାନ୍ତ ବେହେରା): ଚୋରଙ୍କୁ ମାନିବାକୁ ପଡ଼ିବ। ଦେବ ଦେବ ମହାଦେବଙ୍କ ମନ୍ଦିରରେ ବି ପଶି କଳାକନା ବୁଲାଇଦେଲେ। ଗତକାଲି ରାତିରେ ଏମିତି ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସବିରା ଗାଁରେ ଘଟିଛି। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଗତକାଲି ରାତିରେ ସବିରା ଗାଁର ଦୁଇଟି ଶିବ ମନ୍ଦିରରୁ ଚୋରି ହୋଇଛି। ଚୋରମାନେ ତାଲା ଭାଙ୍ଗି ମନ୍ଦିରରୁ ଚୋରି କରି ନେଇଛନ୍ତି। ଆଜି ସକାଳେ ତାଲା ଭଙ୍ଗା ଯାଇଥିବା ଦେଖି ପୂଜକ ଗାଁ ଲୋକଙ୍କୁ ଖବର ଦେଇଥିଲେ। ପରେ ଗାଁ ଲୋକେ ଏନେଇ ସୋର ଥାନାକୁ ଖବର ଦେଇଥିଲେ। ପୋଲିସ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାରୁ ପ୍ରକାଶ, ଗତ ମାସରେ ଗୋଟିଏ ରାତିରେ ୭ଟି ମନ୍ଦିରରୁ ଚୋରି ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ପୋଲିସ ଏହି ଘଟଣାରେ କାହାରିକୁ ଗିରଫ କରିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story