୨୦୦୬ ଶ୍ରୀମନ୍ଦିର ଦଳାଚକଟା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇ ନ ଥିଲା

ଭୁବନେଶ୍ୱର: ୨୦୦୬ ନଭେମ୍ବର ୪ରେ ଶ୍ରୀମନ୍ଦିରରେ ହୋଇଥିବା ଦଳାଚକଟା ତଦନ୍ତ କରୁଥିବା ଜଷ୍ଟିସ୍‌ ପି.କେ. ମହାନ୍ତି କହିଛନ୍ତି ଯେ, ଭିଡ଼ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇ ନ ଥିବାରୁ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହୁରି ଅନେକ ଆହତ ହୋଇଥିଲେ। ଆଜି ବିଧାନସଭାରେ ଉପସ୍ଥାପିତ କମିଶନଙ୍କ ରିପୋର୍ଟରେ ଘଟଣା ଦିନ ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଡେପୁଟି ଏସ୍‌ପିଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ କରାଯାଇଛି। ସାତ ପାହାଚ ଭଳି […]

puri

puri

Rakesh Mallick
  • Published: Monday, 16 May 2016
  • Updated: 16 May 2016, 05:01 PM IST

Sports

Latest News

ଭୁବନେଶ୍ୱର: ୨୦୦୬ ନଭେମ୍ବର ୪ରେ ଶ୍ରୀମନ୍ଦିରରେ ହୋଇଥିବା ଦଳାଚକଟା ତଦନ୍ତ କରୁଥିବା ଜଷ୍ଟିସ୍‌ ପି.କେ. ମହାନ୍ତି କହିଛନ୍ତି ଯେ, ଭିଡ଼ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇ ନ ଥିବାରୁ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହୁରି ଅନେକ ଆହତ ହୋଇଥିଲେ।

ଆଜି ବିଧାନସଭାରେ ଉପସ୍ଥାପିତ କମିଶନଙ୍କ ରିପୋର୍ଟରେ ଘଟଣା ଦିନ ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଡେପୁଟି ଏସ୍‌ପିଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ କରାଯାଇଛି। ସାତ ପାହାଚ ଭଳି ସମ୍ବେଦନଶୀଳ ସ୍ଥାନରେ ଜଣେ ମାତ୍ର ଏଏସ୍‌ଆଇଙ୍କୁ ନିୟୋଜିତ କରି ଡେପୁଟି ଏସ୍‌ପି ନିଜେ ଜଣେ ଇନ୍ସପେକ୍ଟରଙ୍କ ସହ ବେହରଣ ଦ୍ୱାର ନିକଟରେ କିଭଳି ନିୟୋଜିତ ହେଲେ ବୋଲି ଜଷ୍ଟିସ ମହାନ୍ତି କମିଶନ ପ୍ରଶ୍ନ ଉଠାଇଛନ୍ତି। ଘଟଣା ଦିନ ରୀତିନୀତି ଠିକ୍‌ ସମୟରେ ହୋଇ ନ ଥିଲା ଏବଂ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଥିଲା ବୋଲି କମିଶନ କହିଛନ୍ତି।

ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ ସେ ନେଇ ମଧ୍ୟ କମିଶନ କେତେକ ସୁପାରିଶ କରିଛନ୍ତି। ମଙ୍ଗଳ ଆରତୀ ବେଳେ ପାରମାଣିକ ଦର୍ଶନ ପାଇଁ ସର୍ବାଧିକ ୫୦ରୁ ୭୦ ଟିକେଟ୍‌ ଜାରି ପାଇଁ କମିଶନ କହିଛନ୍ତି। ଅନ୍ୟ ଭକ୍ତଙ୍କ ପାଇଁ ନାଟ ମଣ୍ଡପରୁ ମଙ୍ଗଳ ଆରତୀ ଦର୍ଶନ ନେଇ ପରାମର୍ଶ ଦେଇଛନ୍ତି ଜଷ୍ଟିସ୍‌ ମହାନ୍ତି କମିଶନ। ଅଣସର ପିଣ୍ଡି ଉପରେ କାହାକୁ ଠିଆ ହେବାକୁ ଅନୁମତି ନ ଦେବାକୁ କୁହାଯାଇଛି। ବିଭିନ୍ନ ନୀତି ସମୟରେ ସେହି ସେବା କରୁଥିବା ସେବାୟତଙ୍କ ବ୍ୟତୀତ ଅନ୍ୟ କାହାକୁ ଗର୍ଭଗୃହକୁ ଯିବାକୁ ଅନୁମତି ନ ଦେବା, ସେବାୟତ ଓ ତାଙ୍କ ପରିବାର ଲୋକଙ୍କୁ ଛାଡିଦେଲେ ଅନ୍ୟ କାହାକୁ ବେହେରଣ ଦ୍ୱାର ଦେଇ ପ୍ରବେଶ ଅନୁମତି ନ ଦେବାକୁ କମିଶନ ସୁପାରିଶ କରିଛନ୍ତି।

୨୦୧୨ ଗଞ୍ଜାମ ଜିଲ୍ଲା କୋଦଳା ଫାଶୀପଡ଼ା ପୋଲିସ ଫଶୟାରିଂ ଘଟଣାରେ ତଦନ୍ତ କମିଶନଙ୍କ ରିପୋର୍ଟ ମଧ୍ୟ ଗୃହରେ ଉପସ୍ଥାପିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story