ଶ୍ରୀମନ୍ଦିରରେ ଭିନ୍ନକ୍ଷମଙ୍କ ଲାଗି ହୋଇଥିବା ସ୍ୱତନ୍ତ୍ର ରାମ୍ପ ବ୍ୟବସ୍ଥାରେ ମତାମତ ନିଆଯାଇ ନ ଥିବାରୁ ଶଙ୍କରାଚାର୍ଯ୍ୟଙ୍କ ଅସନ୍ତୋଷ

ପୁରୀ: ଶ୍ରୀମନ୍ଦିରରେ ଭିନ୍ନକ୍ଷମଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ସ୍ୱତନ୍ତ୍ର ରାମ୍ପ ବ୍ୟବସ୍ଥାକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉନି। ଆଜି ଏହି ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ଏବଂ ସୁଭଦ୍ରାଙ୍କ ବାଡ଼ଗ୍ରାହୀ। ଉଭୟେ କହିଛନ୍ତି, ପାରମ୍ପାରିକ ରୀତିନୀତିରେ ଶ୍ରୀମନ୍ଦିରର ବିଧି ବ୍ୟବସ୍ଥାରେ ଚାଲିଛି। ଯାହାକି ସମ୍ପୂର୍ଣ୍ଣ ସ୍ୱତନ୍ତ୍ର। ଶ୍ରୀମନ୍ଦିର ପ୍ରଶାସନ ଯଦି କୌଣସି ପରମ୍ପରାକୁ ପରିବର୍ତ୍ତନ କରିବାକୁ ଚାହୁଁଛି, ତେବେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତାମତ ଗ୍ରହଣ କରିବା ଉଚିତ୍। ଏଭଳି କିଛି କରାଯାଉ ନାହିଁ […]

sankaracharjya

sankaracharjya

Rakesh Mallick
  • Published: Sunday, 22 November 2015
  • Updated: 23 November 2015, 03:36 AM IST

ପୁରୀ: ଶ୍ରୀମନ୍ଦିରରେ ଭିନ୍ନକ୍ଷମଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ସ୍ୱତନ୍ତ୍ର ରାମ୍ପ ବ୍ୟବସ୍ଥାକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉନି। ଆଜି ଏହି ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ଏବଂ ସୁଭଦ୍ରାଙ୍କ ବାଡ଼ଗ୍ରାହୀ। ଉଭୟେ କହିଛନ୍ତି, ପାରମ୍ପାରିକ ରୀତିନୀତିରେ ଶ୍ରୀମନ୍ଦିରର ବିଧି ବ୍ୟବସ୍ଥାରେ ଚାଲିଛି। ଯାହାକି ସମ୍ପୂର୍ଣ୍ଣ ସ୍ୱତନ୍ତ୍ର। ଶ୍ରୀମନ୍ଦିର ପ୍ରଶାସନ ଯଦି କୌଣସି ପରମ୍ପରାକୁ ପରିବର୍ତ୍ତନ କରିବାକୁ ଚାହୁଁଛି, ତେବେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତାମତ ଗ୍ରହଣ କରିବା ଉଚିତ୍। ଏଭଳି କିଛି କରାଯାଉ ନାହିଁ କି ପରାମର୍ଶ ଲୋଡ଼ିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ଆନ୍ତରିକତା ବି ନାହିଁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ଶ୍ରଦ୍ଧାଳୁଙ୍କ ପାଇଁ କରାଯାଇଥିବା ରାମ୍ପ ବ୍ୟବସ୍ଥାକୁ ସ୍ୱାଗତ କରିଛି ଭିନ୍ନକ୍ଷମ ଟ୍ରଷ୍ଟ ଇଣ୍ଡିଆ। ସଂଗଠନର ସଭାପତି ଟେଲର କନ୍ନୁଭାଇ ପଟେଲ ପୁରୀରେ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି, ଏହାଦ୍ୱାରା କୌଣସି ପରମ୍ପରା ବଦଳିବାରେ ଅସୁବିଧା ନାହିଁ। ଆଗାମୀ ଦିନରେ ଭିନ୍ନକ୍ଷମ ଶ୍ରଦ୍ଧାଳୁ ଯେପରି ମହାପ୍ରଭୁଙ୍କୁ ସହଜରେ ଓ ସୁବିଧାରେ ଦର୍ଶନ କରିପାରିବେ ସେଥିପାଇଁ ରାଜ୍ୟ ସରକାର ଆଉ କିଛି ପଦକ୍ଷେପ ନିଅନ୍ତୁ। ଆଗାମୀ ଦିନରେ ଭିନ୍ନକ୍ଷମ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରରେ ଅନେକ କିଛି ପଦକ୍ଷେପ ନିଆଯିବ ବୋଲି ପୁରୀ ଅତିରିକ୍ତ ଜିଲ୍ଲାପାଳ ଉଦ୍ଧବ ମାଝି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story