ଲେଖାଶ୍ରୀଙ୍କ ଗାଡିକୁ ଅଣ୍ଡାମାଡ଼ ଗଣତନ୍ତ୍ରରେ ସ୍ପୃହଣୀୟ ନୁହେଁ: ଧର୍ମେନ୍ଦ୍ର

ଭୁବନେଶ୍ୱର: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣାଗଣତନ୍ତ୍ରରେ ସ୍ପୃହଣୀୟ ନୁହେଁ। ଏକଥା ଟ୍ୱିଟ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ  ଲେଖିଛନ୍ତି,“ଲେଖାଶ୍ରୀଙ୍କ ଗାଡ଼ିକୁ ରାସ୍ତାରେ ଶାସକ ବିଜେଡି ତରଫରୁ ସଂଘବଦ୍ଧ ଭାବେ ଅଟକା ଯାଇ ଅଣ୍ଡାମାଡ଼ କରାଯିବା ଗଣତନ୍ତ୍ରରେ ସ୍ପୃହଣୀୟ ନୁହେଁ।” ସେ ଆହୁରି ଲେଖିଛନ୍ତି, “କ୍ଷମତାର ଅଂହକାର ବଢ଼ିଲେ ସାଧାରଣ ଜନତା ପସନ୍ଦ କରିବେ ନାହିଁ। ବିଚ୍‌ ରାସ୍ତାରେ ଜଣେ ମହିଳା ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ଗାଡ଼ିକୁ ଅଟକାଇ ଅସଭ୍ୟ ଭାଷାରେ […]

dharmendra

dharmendra

Rakesh Mallick
  • Published: Monday, 28 November 2016
  • Updated: 28 November 2016, 05:52 PM IST

Sports

Latest News

ଭୁବନେଶ୍ୱର: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣାଗଣତନ୍ତ୍ରରେ ସ୍ପୃହଣୀୟ ନୁହେଁ। ଏକଥା ଟ୍ୱିଟ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ  ଲେଖିଛନ୍ତି,“ଲେଖାଶ୍ରୀଙ୍କ ଗାଡ଼ିକୁ ରାସ୍ତାରେ ଶାସକ ବିଜେଡି ତରଫରୁ ସଂଘବଦ୍ଧ ଭାବେ ଅଟକା ଯାଇ ଅଣ୍ଡାମାଡ଼ କରାଯିବା ଗଣତନ୍ତ୍ରରେ ସ୍ପୃହଣୀୟ ନୁହେଁ।”

ସେ ଆହୁରି ଲେଖିଛନ୍ତି, “କ୍ଷମତାର ଅଂହକାର ବଢ଼ିଲେ ସାଧାରଣ ଜନତା ପସନ୍ଦ କରିବେ ନାହିଁ। ବିଚ୍‌ ରାସ୍ତାରେ ଜଣେ ମହିଳା ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ଗାଡ଼ିକୁ ଅଟକାଇ ଅସଭ୍ୟ ଭାଷାରେ ଗାଳି ଦେବା ଓ ଅଣ୍ଡାମାଡ଼ କରିବା ପରିତାପର ବିଷୟ।”

ଅନ୍ୟପକ୍ଷରେ ବିଜେପି ମହିଳା କର୍ମୀମାନେ ଆଜି ମାଷ୍ଟରକ୍ୟାଣ୍ଟନରେ ବିକ୍ଷୋଭ କରିବା ସହିତ ଲେଖାଶ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼କୁ ବିରୋଧ କରିଥିଲେ।

ଗତକାଲି ସନ୍ଧ୍ୟାରେ ପିପିଲି ଟୋଲ ଗେଟ୍‌ ନିକଟରେ ଲେଖାଶ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story