ରାଜଧାନୀ ରାଜରାସ୍ତାରେ ଶିକ୍ଷାସହାୟକ

ଭୁବନେଶ୍ୱର: ଚାକିରି ନିୟମିତ କରିବା, ଜିଲ୍ଲାଭିତ୍ତିକ ବଦଳି, ୨୦୧୨ରେ ଓଟିଇଟିକୁ ବାଧ୍ୟତାମୂଳକ ନ କରିବା ଓ ଶିକ୍ଷାସାହାୟକଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା ଦାବିରେ ଆଜି ରାଜଧାନୀ ରାଜରାସ୍ତାକୁ ଓହ୍ଲେଇଛନ୍ତି ହଜାର ହଜାର ଶିକ୍ଷା ସହାୟକ। ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଏହି ଶିକ୍ଷାସହାୟକ ମାଷ୍ଟରକ୍ୟାଣ୍ଟିନ୍‌ରୁ ଏକ ବିଶାଳ ଶୋଭାଯାତ୍ରାରେ ଲୋୟର ପିଏମ୍‌ଜି ଯାଏ ଆସି ଧାରଣାରେ ବିସିଥିଲେ। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ବୋଲି ଶିକ୍ଷାସହାୟକ ସଂଘ ସୂଚନା […]

Sikya sahayaka

Sikya sahayaka

Rakesh Mallick
  • Published: Monday, 26 September 2016
  • Updated: 26 September 2016, 08:47 PM IST

Sports

Latest News

ଭୁବନେଶ୍ୱର: ଚାକିରି ନିୟମିତ କରିବା, ଜିଲ୍ଲାଭିତ୍ତିକ ବଦଳି, ୨୦୧୨ରେ ଓଟିଇଟିକୁ ବାଧ୍ୟତାମୂଳକ ନ କରିବା ଓ ଶିକ୍ଷାସାହାୟକଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା ଦାବିରେ ଆଜି ରାଜଧାନୀ ରାଜରାସ୍ତାକୁ ଓହ୍ଲେଇଛନ୍ତି ହଜାର ହଜାର ଶିକ୍ଷା ସହାୟକ।

ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଏହି ଶିକ୍ଷାସହାୟକ ମାଷ୍ଟରକ୍ୟାଣ୍ଟିନ୍‌ରୁ ଏକ ବିଶାଳ ଶୋଭାଯାତ୍ରାରେ ଲୋୟର ପିଏମ୍‌ଜି ଯାଏ ଆସି ଧାରଣାରେ ବିସିଥିଲେ। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ବୋଲି ଶିକ୍ଷାସହାୟକ ସଂଘ ସୂଚନା ଦେଇଛି।

ଶିକ୍ଷାସହାୟକ ସଂଘର କାର୍ଯ୍ୟକାରୀ ସଭାପତି ଅର୍ଜୁନ କୁମାର ସେଠୀ କହିଛନ୍ତି,“ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆମେ ରାଜଧାନୀ ରାଜରାସ୍ତାରେ ଘେରିକି ରହିବୁ। ଆମର ଏହି ଦାବି ପୂରଣ ହେବା ଯାଏଁ ଆମେ ରାଜରାସ୍ତା ଛାଡିବୁ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story