ରାଜଧାନୀ ରାଜରାସ୍ତାରେ ଶିକ୍ଷାସହାୟକ

ଭୁବନେଶ୍ୱର: ଚାକିରି ନିୟମିତ କରିବା, ଜିଲ୍ଲାଭିତ୍ତିକ ବଦଳି, ୨୦୧୨ରେ ଓଟିଇଟିକୁ ବାଧ୍ୟତାମୂଳକ ନ କରିବା ଓ ଶିକ୍ଷାସାହାୟକଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା ଦାବିରେ ଆଜି ରାଜଧାନୀ ରାଜରାସ୍ତାକୁ ଓହ୍ଲେଇଛନ୍ତି ହଜାର ହଜାର ଶିକ୍ଷା ସହାୟକ।

ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଏହି ଶିକ୍ଷାସହାୟକ ମାଷ୍ଟରକ୍ୟାଣ୍ଟିନ୍‌ରୁ ଏକ ବିଶାଳ ଶୋଭାଯାତ୍ରାରେ ଲୋୟର ପିଏମ୍‌ଜି ଯାଏ ଆସି ଧାରଣାରେ ବିସିଥିଲେ। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ବୋଲି ଶିକ୍ଷାସହାୟକ ସଂଘ ସୂଚନା ଦେଇଛି।

ଶିକ୍ଷାସହାୟକ ସଂଘର କାର୍ଯ୍ୟକାରୀ ସଭାପତି ଅର୍ଜୁନ କୁମାର ସେଠୀ କହିଛନ୍ତି,“ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆମେ ରାଜଧାନୀ ରାଜରାସ୍ତାରେ ଘେରିକି ରହିବୁ। ଆମର ଏହି ଦାବି ପୂରଣ ହେବା ଯାଏଁ ଆମେ ରାଜରାସ୍ତା ଛାଡିବୁ ନାହିଁ।”

ଆହୁରି ପଢ଼ନ୍ତୁ

୫୦ % କର୍ମଚାରୀରେ କାମ କରିବେ ବ୍ୟାଙ୍କ, ବୀମା ଓ ଅର୍ଥଲଗାଣ ସଂସ୍ଥା

ବାଇକ୍‌ ଆରୋହୀ ଉପରେ ଚଢ଼ିଗଲା ଟ୍ରକ୍‌, ମୃତ୍ୟୁର ଫାଶରେ ଫସିଗଲେ ଡ୍ରାଇଭର

ଏମିତି ବି ଆସେ ମୃତ୍ୟୁ! ସୁଦ୍ଧିକ୍ରିୟାରୁ ଫେରୁଥିବା ବେଳେ ଗଛରେ ପିଟିହେଲା ବୋଲେରୋ

ମନ୍ଦିର ନଖୋଲିଲେ ଟଙ୍କା ଦିଅ, ମାସିକ ପନ୍ଦର ହଜାର ଦାବି  

ରେଷ୍ଟୁରାଣ୍ଟ ଖୋଲିବ, କେବଳ ହୋମ୍‌ ଡେଲିଭରି

ସାଂଘାତିକ୍‌ ଅଭିଯୋଗ: ଏମକେସିଜିରେ ମିଳୁନି ଅମ୍ଲଜାନ, ଚାଲିଯାଉଛି କରୋନା ରୋଗୀଙ୍କ ଜୀବନ

ଗ୍ରୀଡ୍‌ ଷ୍ଟେସନରେ ଅଗ୍ନିକାଣ୍ଡ

ଭୟାନକ ହେଲାଣି ଗଞ୍ଜାମରେ କରୋନା ପରିସ୍ଥିତି: ନିରଞ୍ଜନ

କଟକଣାକୁ ଫୁ’: ବଙ୍ଗଳା ମରାମତିରେ ରାଜକୋଷରୁ ୯୪ ଲକ୍ଷ ଟଙ୍କା ଖଇରାତ

ଆଉ ଖେଳିବେନି ରକ୍ତର ହୋଲି, ରକ୍ଷା ବନ୍ଧନରେ ଭଉଣୀକୁ କଥା ଦେଲେ ଭାଇ

ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ରିଲିଜ୍‌ ହେଲା ‘ରାକ୍ଷୀ’