ଶିମିଳିପାଳରେ ଆଜିଠୁ ବାଘ ଗଣନା

ବାରିପଦା: ଆଜିଠାରୁ  ଶିମିଳିପାଳ  ଅଭୟାରଣ୍ୟରେ  ବାଘ ଗଣନା  ଆରମ୍ଭ ହେବ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ବାଘ ଗଣନା ଚାଲିବ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉଭୟ କୋର୍ ଓ ବୋଫରର ୧୯ଟି ରେଞ୍ଜର ୧୩୫ ବିଟ୍‌ର ଗଣନା ଆରମ୍ଭ ହେବ। ପ୍ରତ୍ୟେକ ବିଟ୍‌ରେ ଜଣେ ଫରେଷ୍ଟ୍ ଗାର୍ଡ ଓ ଦୁଇ ଜଣ ସୁରକ୍ଷା ସହାୟକ ଗଣନା କାର୍ଯ୍ୟରେ ରହିବେ। ମୋଟ ୪ଶହରୁ ଅଧିକ କର୍ମଚାରୀ ଏଥିରେ ନିୟୋଜିତ ହେବେ। କ୍ୟାମେରା ଟ୍ରାପିଂ ସହ ପୋଗ୍‌ […]

tiger

tiger

Rakesh Mallick
  • Published: Sunday, 17 April 2016
  • Updated: 17 April 2016, 02:55 AM IST

Sports

Latest News

ବାରିପଦା: ଆଜିଠାରୁ  ଶିମିଳିପାଳ  ଅଭୟାରଣ୍ୟରେ  ବାଘ ଗଣନା  ଆରମ୍ଭ ହେବ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ବାଘ ଗଣନା ଚାଲିବ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉଭୟ କୋର୍ ଓ ବୋଫରର ୧୯ଟି ରେଞ୍ଜର ୧୩୫ ବିଟ୍‌ର ଗଣନା ଆରମ୍ଭ ହେବ। ପ୍ରତ୍ୟେକ ବିଟ୍‌ରେ ଜଣେ ଫରେଷ୍ଟ୍ ଗାର୍ଡ ଓ ଦୁଇ ଜଣ ସୁରକ୍ଷା ସହାୟକ ଗଣନା କାର୍ଯ୍ୟରେ ରହିବେ। ମୋଟ ୪ଶହରୁ ଅଧିକ କର୍ମଚାରୀ ଏଥିରେ ନିୟୋଜିତ ହେବେ।

କ୍ୟାମେରା ଟ୍ରାପିଂ ସହ ପୋଗ୍‌ ମାର୍କ ପ୍ରଣାଳୀରେ ଗଣନା ହେବ। ଏଥିପାଇଁ ୨୫୦ଟି  ସ୍ଥାନରେ ଦୁଇ ଯୋଡ଼ା କରି ମୋଟ ୫ଶହ କ୍ୟାମେରା ଲଗାଯିବ। ସେହିପରି ୯ଶହଟି ସ୍ଥାନରେ ବାଲି ବିଛାଯାଇ ପୋଗ ମାର୍କ ପ୍ରଣାଳୀରେ ବାଘ ଗଣନା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story