ଶିଶୁଭବନ ୱେବ୍‌ସାଇଟ୍‌ ହ୍ୟାକ୍

କଟକ: କଟକ ଶିଶୁ ଭବନ ୱେବ୍‌ସାଇଟ୍‌ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଶିଶୁଭବନ ଅଧୀକ୍ଷକ ଡାକ୍ତର ସରୋଜ ଶତପଥୀ ଆଜି ସାଇବର ଥାନାରେ ଅଭିଯୋଗ କରିବା ପରେ କମିଶନରେଟ୍‌ ପୋଲିସ୍‌ ଏକ ମାମଲା ରୁଜୁ କରି ୱେବ୍‌ସାଇଟ୍‌କୁ ବ୍ଲକ କରିଛି। ଗୁରୁବାର ରାତିରେ ଶିଶୁଭବନର ଅଫିସିଆଲ୍ ୱେବ୍‌ସାଇଟ୍‌କୁ ହ୍ୟାକ୍ କରାଯାଇ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରାଯାଇଥିଲା। ଫଳରେ ୱେବ୍‌ସାଇଟ୍‌ରେ ଥିବା ସମସ୍ତ ତଥ୍ୟ ଗାଏବ ହୋଇଯାଇଛି। ସାଇଟ୍‌ରେ ବାଂଲାଦେଶର ପତାକା ଓ ଗୀତ ଅପଲୋଡ […]

sisubhabana

sisubhabana

Rakesh Mallick
  • Published: Friday, 30 December 2016
  • Updated: 30 December 2016, 09:07 PM IST

Sports

Latest News

କଟକ: କଟକ ଶିଶୁ ଭବନ ୱେବ୍‌ସାଇଟ୍‌ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଶିଶୁଭବନ ଅଧୀକ୍ଷକ ଡାକ୍ତର ସରୋଜ ଶତପଥୀ ଆଜି ସାଇବର ଥାନାରେ ଅଭିଯୋଗ କରିବା ପରେ କମିଶନରେଟ୍‌ ପୋଲିସ୍‌ ଏକ ମାମଲା ରୁଜୁ କରି ୱେବ୍‌ସାଇଟ୍‌କୁ ବ୍ଲକ କରିଛି।

ଗୁରୁବାର ରାତିରେ ଶିଶୁଭବନର ଅଫିସିଆଲ୍ ୱେବ୍‌ସାଇଟ୍‌କୁ ହ୍ୟାକ୍ କରାଯାଇ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରାଯାଇଥିଲା। ଫଳରେ ୱେବ୍‌ସାଇଟ୍‌ରେ ଥିବା ସମସ୍ତ ତଥ୍ୟ ଗାଏବ ହୋଇଯାଇଛି। ସାଇଟ୍‌ରେ ବାଂଲାଦେଶର ପତାକା ଓ ଗୀତ ଅପଲୋଡ କରାଯାଇଥିଲା। ହ୍ୟାକର ନିଜକୁ ଡାର୍କ ହ୍ୟାକର ବୋଲି ଦର୍ଶାଇଛନ୍ତି।

ଏହି ୱେବସାଇଟ୍‌ରେ କୌଣସି ଗୁରୁତ୍ୱପୂର୍ର୍ଣ ତଥ୍ୟ କି ସୂଚନା ନ ଥିବା ଶିଶୁଭବନ କର୍ତ୍ତୃପକ୍ଷ କହିଛନ୍ତି।

ସରୋଜ କହିଛନ୍ତି,“ୱେବ୍‌ସାଇଟ୍‌ ହ୍ୟାକ ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ କରାଯାଇଛି। ଏଥିରେ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନ ଥିବାରୁ ହସ୍ପିଟାଲର କିଛି କ୍ଷତି ହେଲା ଭଳି ଲାଗୁନି। ୱେବ୍‌ସାଇଟ୍‌ ଯେପରି ପୁନର୍ବାର ହ୍ୟାକ୍‌ ନ ହେବ ସେଥିପାଇଁ ଟେକ୍ନିକାଲ ଆଡଭାଇଜରଙ୍କ ପରାମର୍ଶ ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story