ଯିଏ କଳାଧନ ରଖିଛି, ସେ ଦୋଷୀ: ପଶାୟତ

କଟକ: “ଯିଏ କଳାଧନ ରଖିଛି ସେ ଦୋଷୀ। ଦେଶ ବାହାରୁ ଏଯାଏଁ ୨୦,୦୦୦ କୋଟି ଟଙ୍କାର କଳାଧନ ଆସି ସାରିରାଲି। ଏହାସହ ଦେଶ ବାହାରକୁ କଳାଧନ ଚାଲାଣ ପ୍ରକ୍ରିୟା ଯଥେଷ୍ଟ ମାତ୍ରାରେ କମିଛି” ବୋଲି କଳାଧନ ପ୍ରସଙ୍ଗରେ ଆଜି ସ୍ପେଶାଲ ଇନଭେଷ୍ଟିଗେସନ୍‌ ଟିମ୍‌ର ବୈଠକ ପରେ ସୂଚନା ଦେଇଛନ୍ତି ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। ଡୋମେଷ୍ଟିକ ବ୍ଲାକ ମନି ଯେପରି ବିଦେଶକୁ ନ ଯିବା ଏବଂ କଳାଧନ ଗଚ୍ଛିତ ରଖୁଥିବା ବ୍ୟକ୍ତିଙ୍କୁ ଲଗାମ୍‌ ଦେବା ଉପରେ […]

Arijit-Pasayat

Arijit-Pasayat

Rakesh Mallick
  • Published: Monday, 12 September 2016
  • Updated: 12 September 2016, 08:17 PM IST

Sports

Latest News

କଟକ: “ଯିଏ କଳାଧନ ରଖିଛି ସେ ଦୋଷୀ। ଦେଶ ବାହାରୁ ଏଯାଏଁ ୨୦,୦୦୦ କୋଟି ଟଙ୍କାର କଳାଧନ ଆସି ସାରିରାଲି। ଏହାସହ ଦେଶ ବାହାରକୁ କଳାଧନ ଚାଲାଣ ପ୍ରକ୍ରିୟା ଯଥେଷ୍ଟ ମାତ୍ରାରେ କମିଛି” ବୋଲି କଳାଧନ ପ୍ରସଙ୍ଗରେ ଆଜି ସ୍ପେଶାଲ ଇନଭେଷ୍ଟିଗେସନ୍‌ ଟିମ୍‌ର ବୈଠକ ପରେ ସୂଚନା ଦେଇଛନ୍ତି ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ।

ଡୋମେଷ୍ଟିକ ବ୍ଲାକ ମନି ଯେପରି ବିଦେଶକୁ ନ ଯିବା ଏବଂ କଳାଧନ ଗଚ୍ଛିତ ରଖୁଥିବା ବ୍ୟକ୍ତିଙ୍କୁ ଲଗାମ୍‌ ଦେବା ଉପରେ ଏସ୍‌ଆଇଟି ନିରନ୍ତର କାମ କରୁଛି ବୋଲି ପଶାୟତ କହିଛନ୍ତି।

“କଳାଧନ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଏସ୍‌ଆଇଟି କେନ୍ଦ୍ର ସରକାରଙ୍କୁ ୫ଟି ରିପୋର୍ଟ ଦେଇ ସାରିଲାଣି। ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ରିପୋର୍ଟ ପ୍ରଦାନ କରାଯିବ” ବୋଲି ସେ କହିଛନ୍ତି।

ଆଜି ପଶାୟତଙ୍କ କଟକ ସ୍ଥିତ ବାସଭବନରେ ବସିଥିବା ଏସ୍‌ଆଇଟିର ୪ର୍ଥ ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନିର୍ଦ୍ଦେଶକ କର୍ଣ୍ଣେଲ ସିଂ, ଖଣି ନିର୍ଦ୍ଦେଶକ ଓ ଆୟକର ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନା କରିଛନ୍ତି। ବୈଠକରେ ଡିଜିପି, ଭିଜିଲାନ୍ସ ନିର୍ଦ୍ଦେଶକ ଏବଂ ସ୍ପେଶାଲ ଡିଜି କ୍ରାଇମ୍‌ ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story