ଚଳଚଞ୍ଚଳ ସମ୍ବଲପୁର ସହର; ଆଜି ଦେବ ଦମ୍ପତିଙ୍କ ବିବାହ

ସମ୍ବଲପୁର(ସଞ୍ଜୟ ଜେନା): ଶୀତଳଷଷ୍ଠୀ ଯାତ୍ରା ପାଇଁ ଦୁଲୁକୁଛି ସମ୍ବଲପୁର ସହର। ଆଜି ହେଉଛି ଦେବ ଦମ୍ପତିଙ୍କ ବିବାହ। ଆଜି ରାତିରେ ବିଭିନ୍ନ ଶିବାଳୟରୁ ଭୋଲାବାବା ବରବେଶ ସାଜି ବାହାରିବେ ବିବାହ ଶୋଭାଯାତ୍ରାରେ। ବାଜା, ବାଣ, ନାଚ ଗୀତ ସହ ବରଯାତ୍ରୀ ମାନଙ୍କୁ ସାଙ୍ଗରେ ଧରି ଯିବେ କନ୍ୟା ଘରକୁ। ସେଠାରେ ରୀତିନୀତିରେ ସମ୍ପନ୍ନ ହେବ ବିବାହ। ଏଥିପାଇଁ କନ୍ୟା ମାତା-ପିତାଙ୍କଠୁ ନେଇ ବିଭିନ୍ନ ଯାତ୍ରା କମିଟି- ସମସ୍ତେ ପ୍ରସ୍ତୁତ ହୋଇସାରିଛନ୍ତି। ଗତ ରାତିରେ ସମ୍ପନ୍ନ ହୋଇଛି ଦେବ […]

sital----------------

sital----------------

Tapaswini Nayak
  • Published: Friday, 07 June 2019
  • Updated: 27 May 2020, 08:04 AM IST

Sports

Latest News

ସମ୍ବଲପୁର(ସଞ୍ଜୟ ଜେନା): ଶୀତଳଷଷ୍ଠୀ ଯାତ୍ରା ପାଇଁ ଦୁଲୁକୁଛି ସମ୍ବଲପୁର ସହର। ଆଜି ହେଉଛି ଦେବ ଦମ୍ପତିଙ୍କ ବିବାହ। ଆଜି ରାତିରେ ବିଭିନ୍ନ ଶିବାଳୟରୁ ଭୋଲାବାବା ବରବେଶ ସାଜି ବାହାରିବେ ବିବାହ ଶୋଭାଯାତ୍ରାରେ। ବାଜା, ବାଣ, ନାଚ ଗୀତ ସହ ବରଯାତ୍ରୀ ମାନଙ୍କୁ ସାଙ୍ଗରେ ଧରି ଯିବେ କନ୍ୟା ଘରକୁ। ସେଠାରେ ରୀତିନୀତିରେ ସମ୍ପନ୍ନ ହେବ ବିବାହ। ଏଥିପାଇଁ କନ୍ୟା ମାତା-ପିତାଙ୍କଠୁ ନେଇ ବିଭିନ୍ନ ଯାତ୍ରା କମିଟି- ସମସ୍ତେ ପ୍ରସ୍ତୁତ ହୋଇସାରିଛନ୍ତି।

ଗତ ରାତିରେ ସମ୍ପନ୍ନ ହୋଇଛି ଦେବ ନିମନ୍ତ୍ରଣ କାର୍ଯ୍ୟ ଗୁଆଗୁଣ୍ଡା। ଶିବ ବିବାହରେ ଯୋଗ ଦେବାପାଇଁ ସହରର ଝାଡୁଆପଡ଼ା, ମୋଦିପଡ଼ା, ବଡ଼ବଜାର , ବୁଢ଼ାରଜା ଓ ଠାକୁରପଡ଼ା ସମେତ ଅନ୍ୟାନ୍ୟ ଶିବ ମନ୍ଦିରରୁ ହନୁମାନ ମହାପ୍ରଭୁ ହନୁମାନ ନିଉତାରେ ବାହାରି ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ଗୁଆ ଦେଇ ନିମନ୍ତ୍ରଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story