କାର୍‌କୁ ପିଟିଲା ଟ୍ରକ୍‌; ଚାଲିଗଲା ଗୋଟିଏ ପରିବାରର ୫ ଜଣଙ୍କ ଜୀବନ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ଜଙ୍ଗଲ ନିକଟରେ ଆଜି ଭୋର୍‌ ପ୍ରାୟ ୪ଟା ବେଳେ ଏକ କାର୍‌କୁ ଟ୍ରକ୍‌ଟିଏ ସାମ୍ନାରୁ ଧକ୍କା ଦେବାରୁ ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକମାନେ ହେଲେ ଭବାନୀପାଟଣାର ଖୁର୍ସେଲଗୁଡ଼ାର ଜଣାଶୁଣା ପ୍ରବଚକ ଆଶୁତୋଷ ବେହେରା, ତାଙ୍କ ଭାଇ ଜଗନ୍ନାଥ ବେହେରା, ପୁଅ ବିକି ଓ ଦୁଇ ନାତୁଣୀ। ଆଶୁତୋଷଙ୍କ ବୋହୂଙ୍କ ଅବସ୍ଥା ଗୁରୁତର […]

accident,,,,,,,

accident,,,,,,,

Tapaswini Nayak
  • Published: Wednesday, 22 May 2019
  • Updated: 22 May 2019, 01:32 PM IST

Sports

Latest News

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ଜଙ୍ଗଲ ନିକଟରେ ଆଜି ଭୋର୍‌ ପ୍ରାୟ ୪ଟା ବେଳେ ଏକ କାର୍‌କୁ ଟ୍ରକ୍‌ଟିଏ ସାମ୍ନାରୁ ଧକ୍କା ଦେବାରୁ ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମୃତକମାନେ ହେଲେ ଭବାନୀପାଟଣାର ଖୁର୍ସେଲଗୁଡ଼ାର ଜଣାଶୁଣା ପ୍ରବଚକ ଆଶୁତୋଷ ବେହେରା, ତାଙ୍କ ଭାଇ ଜଗନ୍ନାଥ ବେହେରା, ପୁଅ ବିକି ଓ ଦୁଇ ନାତୁଣୀ। ଆଶୁତୋଷଙ୍କ ବୋହୂଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ତାଙ୍କ ଘରୋଇ ସହାୟିକା ମଧ୍ୟ ଆହତ ହୋଇଛନ୍ତି।

car2ଆଶୁତୋଷ ଓ ତାଙ୍କ ପରିବାର ଲୋକେ ସୋମବାର ବିଶାଖାପାଟଣା ଯାଇଥିଲେ। ସୂଚନା ଅନୁଯାୟୀ, ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେମାନେ ସେଠାକୁ ଯାଇଥିଲେ। ଗତକାଲି ରାତିରେ ସେମାନେ ଟ୍ରେନ୍‌ ଯୋଗେ ସେଠାରୁ ଫେରିଥିଲେ। ରାତି ପ୍ରାୟ ଅଢ଼େଇଟା ବେଳେ ସେମାନେ କେସିଙ୍ଗା ଷ୍ଟେସନ୍‌ରେ ପହଞ୍ଚିଥିଲେ। ସେଠାରୁ ନିଜ କାର୍‌ରେ ସେମାନେ ଘରକୁ ଫେରୁଥିଲେ। ଆଶୁତୋଷ ନିଜେ ଡ୍ରାଇଭିଂ କରୁଥିଲେ।

car3ତେବେ ଭୋର୍‌ ପ୍ରାୟ ୪ଟା ବେଳେ ଜାରିଙ୍ଗ ପାଖ ଜଙ୍ଗଲ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା। ଏଥିରେ କାର୍‌ର ସମ୍ମୁଖ ଭାଗ ଚୂରମାର ହୋଇଯାଇଥିବା ବେଳେ ଆଶୁତୋଷ ଓ ତାଙ୍କ ଭାଇ ଜଗନ୍ନାଥଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ଆଶୁତୋଷଙ୍କ ବୋହୂ ଓ ଘରୋଇ ସହାୟିକାଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ପ୍ରଥମେ ସୂଚନା ଆସିଥିଲା ଯେ, ଆଶୁତୋଷଙ୍କ ଘରୋଇ ସହାୟିକାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସେ ଚେତାଶୂନ୍ୟ ହୋଇପଡ଼ିଥିବାରୁ ଏମିତି ଏକ ସୂଚନା ଆସିଥିଲା। ତାଙ୍କ ହାତ ଓ ମୁଣ୍ଡରେ ଆଘାତ ଲାଗିଛି।

ଏ ଘଟଣାକୁ ନେଇ ଭବାନୀପାଟଣା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story