ଏସ୍‌ସିବି ପରିସରରେ କ୍ଲୋରିନ୍ ଗ୍ୟାସ୍ ଲିକ୍ ଘଟଣା: ତଦନ୍ତ କରିବ ୬ ଜଣିଆ ଟିମ୍

କଟକ: କଟକ ଏସ୍‌ସିବି ମେଡିକାଲ ପରିସରରେ କ୍ଲୋରିନ୍ ଗ୍ୟାସ୍ ଲିକ୍ ଘଟଣାରେ ଜିଲ୍ଲାପାଳ ୬ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି। ଏଡିଏମ୍‌(ରାଜସ୍ୱ) ରଘୁରାମ ଆୟାରଙ୍କ ନେତୃତ୍ୱରେ ଏହି କମିଟି ଗଠନ ହୋଇଛି।  ଜିଲ୍ଲା ଫାୟାର ଅଧିକାରୀ, ଫ୍ୟାକ୍ଟ୍ରି ଓ ବୟଲର୍ ଅତିରିକ୍ତ ନିର୍ଦ୍ଦେଶକ, SCB ଅଧୀକ୍ଷକ ଓ PHD ଅଧିକାରୀ କମିଟିରେ ସଦସ୍ୟ ଅଛନ୍ତି। ୫ ବର୍ଷର ପୁରୁଣା ଗ୍ୟାସ ଟାଙ୍କିକୁ କାହିଁକି ବ୍ୟବହାର କରାଯାଉଥିଲା ତାକୁ ନେଇ ପ୍ରଶ୍ନ ଉଠିଛି।  ଗତକାଲି ମେଡିକାଲ କଲେଜ […]

cuttack

cuttack

Rakesh Mallick
  • Published: Thursday, 30 November 2017
  • Updated: 30 November 2017, 01:10 PM IST

Sports

Latest News

କଟକ: କଟକ ଏସ୍‌ସିବି ମେଡିକାଲ ପରିସରରେ କ୍ଲୋରିନ୍ ଗ୍ୟାସ୍ ଲିକ୍ ଘଟଣାରେ ଜିଲ୍ଲାପାଳ ୬ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି। ଏଡିଏମ୍‌(ରାଜସ୍ୱ) ରଘୁରାମ ଆୟାରଙ୍କ ନେତୃତ୍ୱରେ ଏହି କମିଟି ଗଠନ ହୋଇଛି।  ଜିଲ୍ଲା ଫାୟାର ଅଧିକାରୀ, ଫ୍ୟାକ୍ଟ୍ରି ଓ ବୟଲର୍ ଅତିରିକ୍ତ ନିର୍ଦ୍ଦେଶକ, SCB ଅଧୀକ୍ଷକ ଓ PHD ଅଧିକାରୀ କମିଟିରେ ସଦସ୍ୟ ଅଛନ୍ତି।

୫ ବର୍ଷର ପୁରୁଣା ଗ୍ୟାସ ଟାଙ୍କିକୁ କାହିଁକି ବ୍ୟବହାର କରାଯାଉଥିଲା ତାକୁ ନେଇ ପ୍ରଶ୍ନ ଉଠିଛି।  ଗତକାଲି ମେଡିକାଲ କଲେଜ ହଷ୍ଟେଲ୍ ନିକଟରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର ପମ୍ପ ହାଉସରୁ କ୍ଲୋରିନ୍ ଗ୍ୟାସ୍ ଲିକ୍ ହୋଇ ୪୬ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ। ଅସୁସ୍ଥଙ୍କ ମଧ୍ୟରେ ୩ ଜଣ ଅଗ୍ନିଶମ କର୍ମଚାରୀ, କିଛି ଛାତ୍ର ଓ ରୋଗୀଙ୍କ ସଂପର୍କୀୟ ଥିଲେ। ଅସୁସ୍ଥଙ୍କ ମଧ୍ୟରୁ ୨୫ ଜଣଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଜନସ୍ୱାସ୍ଥ୍ୟ ବିଭାଗର ପମ୍ପ ହାଉସ୍ ନିକଟରେ ଜଳ ବିଶୋଧନ ପାଇଁ ତିନିଟି କ୍ଲୋରିନ୍ ଗ୍ୟାସ୍ ଟାଙ୍କି ରହିଥିଲା। ହେଲେ ସେଥିରୁ କଳଙ୍କି ଲାଗି ଗୋଟିଏ ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇଥିଲା। ପ୍ରଭାବରେ ଆଖପାଖରେ ଥିବା ଅନେକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ।  ପରେ ଗ୍ୟାସ୍ ନିର୍ଗତ ହେଉଥିବା ଟାଙ୍କିକୁ ନିକଟସ୍ଥ ମହାନଦୀ ପଠାକୁ ନିଆଯିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story