ରାସ୍ତା ନଥିବାରୁ ଆସି ପାରୁନି ଆମ୍ୱୁଲାନ୍ସ: ଭାରରେ ବୁହା ହେଉଛନ୍ତି ରୋଗୀ

ନାରାୟଣପାଟଣା(ପି.ଗୋବିନ୍ଦରାଜୁ ସୁବୁଦ୍ଧି): ଯେତେ ଚର୍ଚ୍ଚା ଯେତେ ସମାଲୋଚନା ପରେ ବି ଉପାନ୍ତ ଅଞ୍ଚଳରେ ବଦଳି ପାରୁନି ରୋଗୀ ସେବାର ସ୍ଥିତି। ଗୁରୁତର ରୋଗୀଙ୍କ ସେବାରେ ଆସିପାରୁନି ଆମ୍ବୁଲାନ୍ସ। ଫଳରେ ଠିକ୍ ସମୟରେ ସେବା ନପାଇ ଅକାଳରେ ଜୀବନ ହରାଉଛନ୍ତି ବହୁ ନୀରିହ ଲୋକ। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ତୁର୍ଲି ଗାଁରେ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି। ଗାଁକୁ ରାସ୍ତା ନଥିବାରୁ ଅସୁସ୍ଥ ରୋଗୀଙ୍କୁ ୮ କିଲୋମିଟର ରାସ୍ତା କାନ୍ଧରେ ବୋହି ଡାକ୍ତରଖାନା ନେଇଛନ୍ତି ସମ୍ପର୍କୀୟ। […]

koraput

koraput

Rakesh Mallick
  • Published: Sunday, 24 June 2018
  • Updated: 24 June 2018, 02:45 PM IST

Sports

Latest News

ନାରାୟଣପାଟଣା(ପି.ଗୋବିନ୍ଦରାଜୁ ସୁବୁଦ୍ଧି): ଯେତେ ଚର୍ଚ୍ଚା ଯେତେ ସମାଲୋଚନା ପରେ ବି ଉପାନ୍ତ ଅଞ୍ଚଳରେ ବଦଳି ପାରୁନି ରୋଗୀ ସେବାର ସ୍ଥିତି। ଗୁରୁତର ରୋଗୀଙ୍କ ସେବାରେ ଆସିପାରୁନି ଆମ୍ବୁଲାନ୍ସ। ଫଳରେ ଠିକ୍ ସମୟରେ ସେବା ନପାଇ ଅକାଳରେ ଜୀବନ ହରାଉଛନ୍ତି ବହୁ ନୀରିହ ଲୋକ। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ତୁର୍ଲି ଗାଁରେ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି। ଗାଁକୁ ରାସ୍ତା ନଥିବାରୁ ଅସୁସ୍ଥ ରୋଗୀଙ୍କୁ ୮ କିଲୋମିଟର ରାସ୍ତା କାନ୍ଧରେ ବୋହି ଡାକ୍ତରଖାନା ନେଇଛନ୍ତି ସମ୍ପର୍କୀୟ।

ଗାଁକୁ ଭଲ ପାଦଚଲା ରାସ୍ତାଟିଏ ନାହିଁ। ଏପରି ସ୍ଥଳେ ଗାଁକୁ ଆମ୍ବୁଲାନ୍ସ ଆସିବ ବା କେମିତି। ତେଣୁ ଗୁରୁତର ରୋଗୀଙ୍କୁ ଭାରରେ ନେବା ବ୍ୟତୀତ ଗାଁ ଲୋକଙ୍କ ପାଖରେ ଆଉ କିଛି ବିକଳ୍ପ ହିଁ ନାହଁ। ତିନି ଦିନ ତଳେ ଏ ଗାଁର ମୁଦୁଲି ହୁଇକାଙ୍କୁ ଜ୍ୱର ହେବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ହେଲେ ଡାକ୍ତରଖାନା ନେବାକୁ ଗାଁ ଲୋକଙ୍କ ପାଖରେ ସେଇ ଚିରାଚରିତ ଉପାୟ ହେଉଛି ଭାର। ଦୀର୍ଘ ୮ କିଲୋମିଟର ପର୍ଯ୍ୟନ୍ତ ରୋଗୀଙ୍କୁ କାନ୍ଧରେ ବୋହି ନେଇ ସ୍ଥାନୀୟ ମାତାଲପୁଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସମ୍ପର୍କୀୟ।

ନାରାୟଣପାଟଣା ବ୍ଲକର ଏଇ ମାତ୍ର ଗୋଟିଏ ଗାଁ ନୁହେଁ ତେନ୍ତୁଳିପଦର ଓ ବିଜାଘାଟି ପଞ୍ଚାୟତ ଅଧୀନରେ ଆସୁଥିବା ବହୁ ଗାଁରେ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ହେଲେ ଏଇ ଭାର ଉପରେ ହିଁ ନିର୍ଭର କରିଥାନ୍ତି ଲୋକେ। ତେବେ ଏସବୁ ମୂଳରେ କେବଳ ଗୋଟିଏ ଅସୁବିଧା ଦାୟୀ। ଗାଁକୁ ରାସ୍ତା ସୁବିଧା ନଥିବାରୁ ବର୍ଷ ବର୍ଷ ଧରି ଏଭିଳି ସମସ୍ୟା ଭୋଗି ଆସୁଛନ୍ତି ଲୋକେ। ଅଭିଯୋଗ ହୋଇଛି ଯେ, ଏହି ଦୁଇ ପଞ୍ଚାୟତର କିଛି ଗାଁକୁ ରାସ୍ତା ଲାଗି ୩ ବର୍ଷ ତଳୁ ଟେଣ୍ଡର ସରିଥିଲେ ବି ଏଯାଏଁ ନିର୍ମାଣ କାମ ଆରମ୍ଭ ହୋଇପାରିନି।

ଏନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଭୁ ଜାନୀ କହିଛନ୍ତି,“ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଗାଁକୁ ଯେମିତି ରାସ୍ତା ତିଆରି ହେବ ଏଥିପାଇଁ ଆମେ ନିଶ୍ଚିନ୍ତ ଭାବେ ଚେଷ୍ଟା କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story