ସ୍ମାର୍ଟ ସିଟି ଯୋଜନା: ଭୁବନେଶ୍ୱରକୁ ଆଇଟି ଓ ରାଉରକେଲାକୁ ଶିଳ୍ପ ସହର କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: ସ୍ମାର୍ଟ ସିଟି ଯୋଜନାରେ ଭୁବନେଶ୍ୱରକୁ ଆଇଟି ଓ ରାଉରକେଲାକୁ ଶିଳ୍ପ ସହରରେ ପରିଣତ କରିବାକୁ ପ୍ରସ୍ତାବ ରହିଛି। ରାଜ୍ୟର ସ୍ମାର୍ଟ ସିଟି ରିପୋର୍ଟ ଆଧାରରେ ଏହି ଯୋଜନା ପ୍ରସ୍ତୁତ କରିଛି କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ। ସ୍ମାର୍ଟ ସିଟିରେ କେଉଁ ସହରକୁ କି ଅଗ୍ରାଧିକାର ଦିଆଯିବ ସେ ନେଇ ମନ୍ତ୍ରଣାଳୟ ଭିଜନ ଷ୍ଟେଟମେଣ୍ଟ ପ୍ରକାଶ କରିଛି। ଭିଜନ ଷ୍ଟେଟମେଣ୍ଟ ଅନୁସାରେ ଓଡ଼ିଶାର ରାଜଧାନୀକୁ ଆଇଟି କ୍ଷେତ୍ରର ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ କେନ୍ଦ୍ର ସହରାଞ୍ଚଳ […]

smart-city

smart-city

Rakesh Mallick
  • Published: Sunday, 03 January 2016
  • Updated: 03 January 2016, 03:56 PM IST

Sports

Latest News

ଭୁବନେଶ୍ୱର: ସ୍ମାର୍ଟ ସିଟି ଯୋଜନାରେ ଭୁବନେଶ୍ୱରକୁ ଆଇଟି ଓ ରାଉରକେଲାକୁ ଶିଳ୍ପ ସହରରେ ପରିଣତ କରିବାକୁ ପ୍ରସ୍ତାବ ରହିଛି। ରାଜ୍ୟର ସ୍ମାର୍ଟ ସିଟି ରିପୋର୍ଟ ଆଧାରରେ ଏହି ଯୋଜନା ପ୍ରସ୍ତୁତ କରିଛି କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ। ସ୍ମାର୍ଟ ସିଟିରେ କେଉଁ ସହରକୁ କି ଅଗ୍ରାଧିକାର ଦିଆଯିବ ସେ ନେଇ ମନ୍ତ୍ରଣାଳୟ ଭିଜନ ଷ୍ଟେଟମେଣ୍ଟ ପ୍ରକାଶ କରିଛି।

ଭିଜନ ଷ୍ଟେଟମେଣ୍ଟ ଅନୁସାରେ ଓଡ଼ିଶାର ରାଜଧାନୀକୁ ଆଇଟି କ୍ଷେତ୍ରର ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଛି। ସ୍ମାର୍ଟ ସିଟି ନେଇ ବିଏମସି ପକ୍ଷରୁ କେନ୍ଦ୍ର ନିକଟରେ ଦାଖଲ ରିପୋର୍ଟରେ ଆଇଟିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ଷ୍ଟିଲ୍ ସିଟି ରାଉରକେଲାକୁ ଶିଳ୍ପକେନ୍ଦ୍ରରେ ପରିଣତ କରିବାକୁ ଯୋଜନା ରହିଛି। ଶିଳ୍ପ ସହର ଭାବେ ରାଉରକେଲାର ସ୍ୱତନ୍ତ୍ର ପରିଚୟ ରହିଛି। ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ଏଠାରେ କିପରି ଶିଳ୍ପର ବିକାଶ ହୋଇପାରିବ ସେ ନେଇ ମନ୍ତ୍ରାଳୟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି।

ସଂସ୍କୃତି, ପର୍ଯ୍ୟଟନ, ଐତିହ୍ୟ ଓ ପରିବେଶ କ୍ଷେତ୍ରରେ ବିକାଶ ସମ୍ବନ୍ଧୀୟ ଯୋଜନାକୁ ନେଇ ଦେଶର ଅନ୍ୟ ସହରର ଭିଜନ୍ ଷ୍ଟେଟମେଣ୍ଟ ପ୍ରସ୍ତୁତ ହୋଇଛି। କେନ୍ଦ୍ର ନିକଟରେ ଦାଖଲ ୫୦ଟି ରିପୋର୍ଟ ମଧ୍ୟରୁ ୧୧ଟି ସହରରେ ସ୍ୱଚ୍ଛ ପରିବେଶ ଓ ସାଂସ୍କୃତିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ୮ଟି ସହରର ଅର୍ଥନୈତିକ ଅଭିବୃଦ୍ଧି ଓ ତ୍ୱରିତ ବିକାଶ ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ତେବେ ଓଡିଶାର ଦୁଇଟି ଯାକ ସହର ନିଜର ପସନ୍ଦ ମୁତାବକ ଯୋଜନାରେ ସାମିଲ ହୋଇଥିବାରୁ ତାକୁ ସ୍ୱାଗତ କରାଯାଇଛି।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରୀୟ ଗାଇଡ ଲାଇନ୍ ପୂରଣ କରୁଥିବା ୨୦ଟି ସହରକୁ ଆର୍ଥିକ ଅନୁଦାନ ମିଳିବ। ପ୍ରଥମ ପର୍ଯ୍ୟାୟ ସ୍ମାର୍ଟ ସିଟି ତାଲିକା ଚଳିତମାସରେ ପ୍ରକାଶ ପାଇବାକୁ ଥିବା ବେଳେ ଏଥିରେ ବିଳମ୍ୱ ହେବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story