ସ୍ମାର୍ଟ ସିଟି ତାଲିକାରୁ କଟକ ବାଦ ପଡିବାକୁ ବିରୋଧ କରି ଦାୟର ମାମଲା ହାଇକୋର୍ଟରେ ଖାରଜ

କଟକ: ସ୍ମାର୍ଟ ସିଟି ତାଲିକାରୁ କଟକ ବାଦ ପଡିବାକୁ ବିରୋଧ କରି ଦାୟର ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ସ୍ମାର୍ଟ ସିଟି ପାଇଁ ମୂଲ୍ୟାୟନ ପ୍ରକ୍ରିୟାରେ ତ୍ରୁଟି ଥିବା ଦର୍ଶାଇ ଆବେଦନକାରୀ କରିଥିବା ଯୁକ୍ତିକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ରାଜସ୍ୱ ଆଦାୟ କ୍ଷେତ୍ରରେ ଜନସାଧାରଣଙ୍କ ଅସହଯୋଗ ଓ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ ବୋଲି ସରକାର ଉଠାଇଥିବା ଯୁକ୍ତିକୁ କୋର୍ଟ ଗ୍ରହଣ କରିଛନ୍ତି। ଆବେଦନକାରୀ କଟକ ସ୍ମାର୍ଟ ସିଟି […]

highcourt

highcourt

Rakesh Mallick
  • Published: Monday, 16 November 2015
  • Updated: 17 November 2015, 03:58 AM IST

Sports

Latest News

କଟକ: ସ୍ମାର୍ଟ ସିଟି ତାଲିକାରୁ କଟକ ବାଦ ପଡିବାକୁ ବିରୋଧ କରି ଦାୟର ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ସ୍ମାର୍ଟ ସିଟି ପାଇଁ ମୂଲ୍ୟାୟନ ପ୍ରକ୍ରିୟାରେ ତ୍ରୁଟି ଥିବା ଦର୍ଶାଇ ଆବେଦନକାରୀ କରିଥିବା ଯୁକ୍ତିକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ରାଜସ୍ୱ ଆଦାୟ କ୍ଷେତ୍ରରେ ଜନସାଧାରଣଙ୍କ ଅସହଯୋଗ ଓ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ

ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ ବୋଲି ସରକାର ଉଠାଇଥିବା ଯୁକ୍ତିକୁ କୋର୍ଟ ଗ୍ରହଣ କରିଛନ୍ତି। ଆବେଦନକାରୀ କଟକ ସ୍ମାର୍ଟ ସିଟି କ୍ରିୟାନୁଷ୍ଠାନ କମିଟି ଦର୍ଶାଇଥିବା ଅଭିଯୋଗର ସତ୍ୟତା ନାହିଁ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ସମ୍ପୂର୍ଣ୍ଣ ରାୟର ନକଲ ହସ୍ତଗତ ହେବା ପରେ ପୁନର୍ବାର ରିଭ୍ୟୁ ପିଟିସନ ଦାଖଲ ସହ ଆବଶ୍ୟକ ସ୍ଥଳେ ସୁପ୍ରିମକୋର୍ଟ ଯିବା ନେଇ କଟକ ସ୍ମାର୍ଟ ସିଟି କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ଡ. ଅଶୋକ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story