ସ୍ମାର୍ଟସିଟି ଯୋଜନା ବୈଠକ: ଭୁବନେଶ୍ୱରକୁ କରାଯିବ ୨୪ ଘଣ୍ଟିଆ ୱାଇ-ଫାଇ ଜୋନ୍

ଭୁବନେଶ୍ୱର: ହାତ ପାହାନ୍ତରେ ମିଳିବ ଭୁବନେଶ୍ୱରର ଟିକ୍ ନିକ ତଥ୍ୟ। ମିଳିବ ୨୪ ଘଣ୍ଟିଆ ୱାଇ-ଫାଇ ସୁବିଧା। ଦଶ ଲକ୍ଷ ପାଖାପାଖି ଜନସଂଖ୍ୟାକୁ କେତେ ଫ୍ରିକ୍ୱେନ୍ସି ଦରକାର ସେ ନେଇ ଯୋଜନା ପ୍ରସ୍ତୁତ ହୋଇଛି। କିପରି ହାତ ପାହାନ୍ତାରେ ପ୍ରତି ୫ ମିନିଟରେ ଯାତ୍ରୀମାନେ ଗାଡି ପାଇବେ। ଯେଉଁଠି ଜନଗହଳୀ ନାହିଁ ସେଠାରେ ପ୍ରତି ୧୦ ମିନିଟରେ କିପରି ଯାତ୍ରୀମାନେ ଗାଡି ପାଇ ପାରିବେ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା କହିଛନ୍ତି ବିଏମସି ମେୟର […]

smart-city

smart-city

Rakesh Mallick
  • Published: Saturday, 12 December 2015
  • Updated: 12 December 2015, 02:48 PM IST

Sports

Latest News

ଭୁବନେଶ୍ୱର: ହାତ ପାହାନ୍ତରେ ମିଳିବ ଭୁବନେଶ୍ୱରର ଟିକ୍ ନିକ ତଥ୍ୟ। ମିଳିବ ୨୪ ଘଣ୍ଟିଆ ୱାଇ-ଫାଇ ସୁବିଧା। ଦଶ ଲକ୍ଷ ପାଖାପାଖି ଜନସଂଖ୍ୟାକୁ କେତେ ଫ୍ରିକ୍ୱେନ୍ସି ଦରକାର ସେ ନେଇ ଯୋଜନା ପ୍ରସ୍ତୁତ ହୋଇଛି। କିପରି ହାତ ପାହାନ୍ତାରେ ପ୍ରତି ୫ ମିନିଟରେ ଯାତ୍ରୀମାନେ ଗାଡି ପାଇବେ। ଯେଉଁଠି ଜନଗହଳୀ ନାହିଁ ସେଠାରେ ପ୍ରତି ୧୦ ମିନିଟରେ କିପରି ଯାତ୍ରୀମାନେ ଗାଡି ପାଇ ପାରିବେ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା କହିଛନ୍ତି ବିଏମସି ମେୟର ଅନନ୍ତ ନାରାୟଣ ଜେନା। ଦେଶର ୨୦ଟି ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱରକୁ ସ୍ଥାନିତ କରିବା ପାଇଁ ନିଆଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କୀତ ବୈଠକରେ ସେ ଏହା କହିଛନ୍ତି।

କର୍ପୋରେସନ ବୈଠକରେ ସ୍ମାର୍ଟ ସିଟି ପ୍ଲାନିଂ ପ୍ରଦର୍ଶନ କରିଛନ୍ତି ବିଏମସି କମିଶନର କ୍ରିଷନ କୁମାର। ଏଥିରେ ମୋଟ ୧୦ଲକ୍ଷ ଲୋକଙ୍କୁ ନେଇ ଯୋଜନା ହୋଇଛି। ଯାତାୟତକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ସେହିପରି ରାସ୍ତାରେ ସୋଲାର ଓ ଏଲିଡି ଲାଇଟ ଲଗାଯିବା, ୨୪ ଘଣ୍ଟିଆ ଜଳ ଯୋଗାଣ, ବର୍ଯ୍ୟବସ୍ତୁ ପରିଚାଳନା ଓ ନନ୍ଦନକାନନରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ସ୍ପେଶାଲ ସାଇକେଲ ଟ୍ରାକ ପରି ଅନେକ ଉନ୍ନୟନ ମୂଳକ ଯୋଜନା ଏଥିରେ ସ୍ଥାନ ପାଇଛି। ୨୬ ସେପ୍ଟମ୍ୱରରୁ ବିଏମସି ଆରମ୍ଭ କରିଥିବା ସିଟିଜେନ ଏନଗେଜମେଣ୍ଟ ପ୍ରୋଗାମ ମାଧ୍ୟମରେ ଲୋକଙ୍କ ମତାମତ ନେଇ ସ୍ମାର୍ଟ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଆସନ୍ତା ସୋମବାର କେନ୍ଦ୍ର ସରକାରଙ୍କ ନିକଟକୁ ଏହି ପ୍ଲାନ ପଠାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story