କାର୍‌ ଇଞ୍ଜିନରୁ ବାହାରିଲା ୭ ଫୁଟର ନାଗ

କଣ୍ଟାବାଞ୍ଜି (ଅନ୍ତିମ ପ୍ରାଣିଗ୍ରାହୀ): କାର୍ ଇଞ୍ଜିନ ଭିତରୁ ବାହାରିଲା ପ୍ରାୟ ୭ ଫୁଟ୍ ଲମ୍ବର ଏକ ନାଗସାପ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଗାଁରେ। ସାପଟିକୁ ସ୍ନେକ ହେଲ୍ପ ଲାଇନ ଧରି ଜଙ୍ଗଲରେ ଛାଡ଼ି ଦେଇଛି। ଗତକାଲି ସାପଟି କାର୍ ଇଞ୍ଜିନ ଭିତରେ ପଶୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେକ୍ନ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସେକ୍ନ ହେଲ୍ପ ଲାଇନ ଘଟଣାସ୍ଥଳରେ ପହଞ୍ଚି କାର୍ ଇଞ୍ଜିନ ଭିତରରୁ ସାତ ଫୁଟ […]

snake00

snake00

Tapaswini Nayak
  • Published: Thursday, 09 July 2020
  • Updated: 09 July 2020, 09:03 AM IST

Sports

Latest News

କଣ୍ଟାବାଞ୍ଜି (ଅନ୍ତିମ ପ୍ରାଣିଗ୍ରାହୀ): କାର୍ ଇଞ୍ଜିନ ଭିତରୁ ବାହାରିଲା ପ୍ରାୟ ୭ ଫୁଟ୍ ଲମ୍ବର ଏକ ନାଗସାପ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଗାଁରେ। ସାପଟିକୁ ସ୍ନେକ ହେଲ୍ପ ଲାଇନ ଧରି ଜଙ୍ଗଲରେ ଛାଡ଼ି ଦେଇଛି।

ଗତକାଲି ସାପଟି କାର୍ ଇଞ୍ଜିନ ଭିତରେ ପଶୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେକ୍ନ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସେକ୍ନ ହେଲ୍ପ ଲାଇନ ଘଟଣାସ୍ଥଳରେ ପହଞ୍ଚି କାର୍ ଇଞ୍ଜିନ ଭିତରରୁ ସାତ ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରିଥିଲେ। ଏହାପରେ ସାପଟିକୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story