ସୋଆ ଫେକ୍‌ ପ୍ଲେସ୍‌ମେଣ୍ଟ; ଧରାପଡ଼ିଲା କନ୍‌ସଲଟାଣ୍ଟ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର ଆଇଟିଇଆର ଇଞ୍ଜିନିୟରିଂ କଲେଜରେ ଫେକ୍‌ ପ୍ଲେସମେଣ୍ଟ ମାମଲାରେ ପୋଲିସ ହାତରେ ଧରାପଡ଼ିଲା କନ୍‌ସଲ୍‌ଟାଣ୍ଟ। ଭୁବନେଶ୍ୱର କମିଶନରେଟ୍‌ ପୋଲିସ କନ୍‌ସଲଟାଣ୍ଟ ମାନସ ରଂଜନ ନାୟକଙ୍କୁ ପୁରୀରୁ ଗିରଫ କରିଛି। ତାଙ୍କୁ ଜେରା କଲେ ଜାଲିଆତିର ଗୁମର ଖୋଲିବ ବୋଲି ଆଶା କରାଯାଉଛି। ଫେକ୍‌ ପ୍ଲେସମେଣ୍ଟ ମାମଲା ସମ୍ନାକୁ ଆସିବା ପରେ ଆଇଟିଇଆର୍‌ କ୍ୟାମ୍ପସ ଅଶାନ୍ତ ହୋଇପଡ଼ିଥିଲା। ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ କ୍ୟାମ୍ପସରେ ଭଙ୍ଗାରୁଜା କରିବା ସହିତ ମେନ୍‌ ଗେଟ୍‌ ବନ୍ଦ କରି ଧାରଣାରେ […]

fake

fake

Rakesh Mallick
  • Published: Friday, 02 June 2017
  • Updated: 02 June 2017, 04:36 PM IST

Sports

Latest News

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର ଆଇଟିଇଆର ଇଞ୍ଜିନିୟରିଂ କଲେଜରେ ଫେକ୍‌ ପ୍ଲେସମେଣ୍ଟ ମାମଲାରେ ପୋଲିସ ହାତରେ ଧରାପଡ଼ିଲା କନ୍‌ସଲ୍‌ଟାଣ୍ଟ। ଭୁବନେଶ୍ୱର କମିଶନରେଟ୍‌ ପୋଲିସ କନ୍‌ସଲଟାଣ୍ଟ ମାନସ ରଂଜନ ନାୟକଙ୍କୁ ପୁରୀରୁ ଗିରଫ କରିଛି। ତାଙ୍କୁ ଜେରା କଲେ ଜାଲିଆତିର ଗୁମର ଖୋଲିବ ବୋଲି ଆଶା କରାଯାଉଛି।

ଫେକ୍‌ ପ୍ଲେସମେଣ୍ଟ ମାମଲା ସମ୍ନାକୁ ଆସିବା ପରେ ଆଇଟିଇଆର୍‌ କ୍ୟାମ୍ପସ ଅଶାନ୍ତ ହୋଇପଡ଼ିଥିଲା। ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ କ୍ୟାମ୍ପସରେ ଭଙ୍ଗାରୁଜା କରିବା ସହିତ ମେନ୍‌ ଗେଟ୍‌ ବନ୍ଦ କରି ଧାରଣାରେ ବସିଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ITERର ପ୍ଲେସମେଣ୍ଟ୍‌ ଡିନ୍‌ ରାଜକୁମାର ହୋତାକୁ ଗିରଫ କରିଥିଲା। ପରେ ରିମାଣ୍ଡରେ ଆଣି ପଚରାଉଚରା କରିବାରୁ ଗୁମର ଖୋଲିଥିଲା। ଏହି ଜାଲିଆତିରେ ଚେର ଲମ୍ୱା ବୋଲି ଜାଣିବାକୁ ପାଇଥିଲା। ସେହି ଆଧାରରେ କମିଶନରେଟ୍‌ ପୋଲିସ ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story