ସତ ନିଆଁରୁ ମିଛ ନିଯୁକ୍ତି; ବିବାଦରେ ସୋଆ ପ୍ରତିଷ୍ଠାତା ମନୋଜ ନାୟକ

ଭୁବନେଶ୍ୱର: ରାଜ୍ୟର ବେଶ୍ ପ୍ରଭାବଶାଳୀ ଓ କ୍ଷମତାଶାଳୀ ହେଉଛନ୍ତି ମନୋଜ ନାୟକ। ସେ ହେଉଛନ୍ତି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ) ଏବଂ ସମ୍ ହସପିଟାଲ୍‌ର ପ୍ରତିଷ୍ଠାତା। ଅଧ୍ୟାପନାରୁ କ୍ୟାରିୟର ଆରମ୍ଭ କରିଥିବା ମନୋଜ ନାୟକ ବିଭିନ୍ନ ସମୟରେ ବିବାଦ ଘେରକୁ ଆସିଛନ୍ତି। ଓୟୁଏଟିରେ ଅଧ୍ୟାପନା କରୁଥିବା ବେଳେ ତାଙ୍କ ବିରୋଧ ଅପରାଧୀକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଆସିଥିଲା ସିଟ୍ ବ୍ଲକିଂର। ତେବେ ନିଜ ପ୍ରଭାବ ଓ କ୍ଷମତା ବିସ୍ତାର କରି ସେ ଗୋଟିଏ ପରେ ଗୋଟିଏ […]

manoj-nayak

manoj-nayak

Rakesh Mallick
  • Published: Friday, 26 May 2017
  • Updated: 26 May 2017, 04:09 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ବେଶ୍ ପ୍ରଭାବଶାଳୀ ଓ କ୍ଷମତାଶାଳୀ ହେଉଛନ୍ତି ମନୋଜ ନାୟକ। ସେ ହେଉଛନ୍ତି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ) ଏବଂ ସମ୍ ହସପିଟାଲ୍‌ର ପ୍ରତିଷ୍ଠାତା। ଅଧ୍ୟାପନାରୁ କ୍ୟାରିୟର ଆରମ୍ଭ କରିଥିବା ମନୋଜ ନାୟକ ବିଭିନ୍ନ ସମୟରେ ବିବାଦ ଘେରକୁ ଆସିଛନ୍ତି। ଓୟୁଏଟିରେ ଅଧ୍ୟାପନା କରୁଥିବା ବେଳେ ତାଙ୍କ ବିରୋଧ ଅପରାଧୀକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଆସିଥିଲା ସିଟ୍ ବ୍ଲକିଂର। ତେବେ ନିଜ ପ୍ରଭାବ ଓ କ୍ଷମତା ବିସ୍ତାର କରି ସେ ଗୋଟିଏ ପରେ ଗୋଟିଏ ଅନୁଷ୍ଠାନ କରିଥିଲେ।

ମନୋଜଙ୍କ ସମ୍ ହସପିଟାଲ୍‌ରେ ଅବହେଳାର ବଡ଼ ଉଦାହରଣ ଦେଖିବାକୁ ମିଳିଥିଲା ଗତ ଅକ୍ଟୋବରରେ। ହସପିଟାଲ୍‌ରେ ଅଗ୍ନିକାଣ୍ଡ ଘଟି ୩୦ରୁ ଅଧିକଙ୍କ ଜୀବନ ଯାଇଥିଲା। ନିୟମକୁ ବେଖାତିର କରି କିଭଳି ମନୋଜଙ୍କ ସମ୍ ହସପିଟାଲ ସରକାର ଅନୁକଂପା ପ୍ରଦର୍ଶନ କରିଥିଲେ ତାର ପ୍ରମାଣ ସାମ୍ନାକୁ ଆସିଲା। ମନୋଜ ନାୟକ ଗିରଫ ହୋଇ ଜେଲ୍ ବି ଯାଇଥିଲେ। ହସପିଟାଲ୍ କର୍ତ୍ତୃପକ୍ଷ ଘୋଷଣା କରିଥିବା ଅନୁକଂପା ରାଶି ମିଳିବାରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଥିଲା। ଏବେ ପୁଣି ଅଡୁଆରେ ମନୋଜଙ୍କ ଦ୍ୱାରା ପ୍ରତିଷ୍ଠିତ ଆଇଟିଇଆର। ଫେକ୍‌ ପ୍ଲେସ୍‌ମେଣ୍ଟ ଅଭିଯୋଗ ଆସିଛି ତାଙ୍କ ଶିକ୍ଷାନୁଷ୍ଠାନ ବିରୋଧରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story