କାରଣ ଦର୍ଶାଅ ନୋଟିସ୍‌ର ଜବାବ ରଖିଲେ କଂସ ମହାରାଜ, ପୁନରାବୃତ୍ତି ହେବନି ବୋଲି କହିଲେ

ବରଗଡ଼: ଯାଜପୁର ଜିଲ୍ଲା ଧର୍ମଶାଳା ମହୋତ୍ସବରେ କଂସ ବେଶରେ ଅଭିନୟ ପାଇଁ ବରଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କଠାରୁ ପାଇଥିବା କାରଣ ଦର୍ଶାଅ ନୋଟିସ୍‌ର ଆଜି ଲିଖିତ ଜବାବ ଦେଇଛନ୍ତି ହୃଷିକେଶ ଭୋଇ। ଉକ୍ତ ଘଟଣାର ଆଉ ପୁନରାବୃତ୍ତି ହେବ ନାହିଁ ବୋଲି ସେ କହିଛନ୍ତି। ଏହା ସହିତ ଲୋକଙ୍କ ଭାବାବେଗରେ ଆଘାତ ପହଞ୍ଚିଥିବା ଯୋଗୁଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ପୂର୍ବରୁ ଗତକାଲି ସେ ଗଣମାଧ୍ୟମ ସମ୍ମୁଖରେ ନିଜ ଭୁଲ୍ ସ୍ୱୀକାର କରିଥିଲେ। ମଙ୍ଗଳବାର ଧର୍ମଶାଳାରେ କଂସ […]

hrushikesh

hrushikesh

Rakesh Mallick
  • Published: Friday, 30 December 2016
  • Updated: 30 December 2016, 12:26 PM IST

hrushikeshବରଗଡ଼: ଯାଜପୁର ଜିଲ୍ଲା ଧର୍ମଶାଳା ମହୋତ୍ସବରେ କଂସ ବେଶରେ ଅଭିନୟ ପାଇଁ ବରଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କଠାରୁ ପାଇଥିବା କାରଣ ଦର୍ଶାଅ ନୋଟିସ୍‌ର ଆଜି ଲିଖିତ ଜବାବ ଦେଇଛନ୍ତି ହୃଷିକେଶ ଭୋଇ। ଉକ୍ତ ଘଟଣାର ଆଉ ପୁନରାବୃତ୍ତି ହେବ ନାହିଁ ବୋଲି ସେ କହିଛନ୍ତି। ଏହା ସହିତ ଲୋକଙ୍କ ଭାବାବେଗରେ ଆଘାତ ପହଞ୍ଚିଥିବା ଯୋଗୁଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି।

ଏହା ପୂର୍ବରୁ ଗତକାଲି ସେ ଗଣମାଧ୍ୟମ ସମ୍ମୁଖରେ ନିଜ ଭୁଲ୍ ସ୍ୱୀକାର କରିଥିଲେ।

ମଙ୍ଗଳବାର ଧର୍ମଶାଳାରେ କଂସ ଭୂମିକାରେ ଅଭିନୟ କରିଥିଲେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଆସନ୍ତା ୨ ତାରିଖରୁ ଆରମ୍ଭ ହେବାକୁ ଥିବା ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ପାଇଁ ବରଣ କରାଯାଇଛି। ଏଭଳି ସ୍ଥିତିରେ ବରଗଡ଼ ଧନୁଯାତ୍ରାର ପରମ୍ପରା ଭଙ୍ଗ ହୋଇଥିବା ଦର୍ଶାଇ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ରଥଙ୍କ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story