ଆଜିଠୁ ଶକ୍ତି ପୀଠରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆଶ୍ୱିନ ମାସ ମୁଳାଷ୍ଟମୀ ତିଥି। ଏହି ଅବସରରେ ଆଜିଠୁ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହେବ ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି। ପୁରୀ ଶ୍ରୀମନ୍ଦିର ବିମଳାଙ୍କ ପୀଠରେ ଆଜି ମାଙ୍କ ଷୋଡ଼ଶ ଦିନାମତ୍କ ପୂଜା ଉପଚାର ବିଧି ଆରମ୍ଭ ହେବ। ସେହିପରି ପୂଜା ମଣ୍ଡପରେ ମା’‌ଙ୍କ ଆବାହନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। କଟକର ଅଧିଷ୍ଠାତ୍ରୀ ଦେବୀ ମା’କଟକ ଚଣ୍ଡୀ ଏବଂ ଗଡଚଣ୍ଡୀଙ୍କ ପୀଠରେ ମଧ୍ୟ ଆଜି ମାଙ୍କ ଷୋଡ଼ଶ […]

cuttack,,,

cuttack,,,

Tapaswini Nayak
  • Published: Sunday, 22 September 2019
  • Updated: 22 September 2019, 09:56 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆଶ୍ୱିନ ମାସ ମୁଳାଷ୍ଟମୀ ତିଥି। ଏହି ଅବସରରେ ଆଜିଠୁ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହେବ ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି।

ପୁରୀ ଶ୍ରୀମନ୍ଦିର ବିମଳାଙ୍କ ପୀଠରେ ଆଜି ମାଙ୍କ ଷୋଡ଼ଶ ଦିନାମତ୍କ ପୂଜା ଉପଚାର ବିଧି ଆରମ୍ଭ ହେବ। ସେହିପରି ପୂଜା ମଣ୍ଡପରେ ମା’‌ଙ୍କ ଆବାହନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।

କଟକର ଅଧିଷ୍ଠାତ୍ରୀ ଦେବୀ ମା’କଟକ ଚଣ୍ଡୀ ଏବଂ ଗଡଚଣ୍ଡୀଙ୍କ ପୀଠରେ ମଧ୍ୟ ଆଜି ମାଙ୍କ ଷୋଡ଼ଶ ଦିନାତ୍ମକ ପୂଜା ବିଧି ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos