ଏମିତି ଆମ ଭାଷା ପ୍ରୀତି: ଓଡ଼ିଶାରେ ରହିବେ, ତେଲୁଗୁ ଭାଷାରେ କହିବେ

ଗୁଣପୁର (ଓଡ଼ିଶା ରିପୋର୍ଟର): ଆମ ରାଜ୍ୟ ଓଡ଼ିଶା। ମାତୃଭାଷା ଓଡ଼ିଆ। କିଛି ଦିନ ତଳେ ମାତୃଭାଷା ଓଡ଼ିଆରେ ନାଁ ଫଳକ ଲେଖିବାକୁ ପରାମର୍ଶ ଦେଇଥିଲେ ରାଜ୍ୟ ସରକାର। ମାତ୍ର ଏହାର ପ୍ରଭାବ ସୀମାବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳୁନି। ସେମାନେ ଓଡ଼ିଶାରେ ରହୁଛନ୍ତି ସତ, କିନ୍ତୁ ପଡ଼ୋଶୀ ରାଜ୍ୟର ଭାଷା ପ୍ରୀତି ଦେଖାଉଛନ୍ତି। ସେମାନଙ୍କ ସଂସ୍କୃତି ଓ ପରମ୍ପରାକୁ ଅନୁକରଣ କରୁଛନ୍ତି। ସତେ ଯେମିତି ଲାଗୁଛି ସେମାନେ ଆମ ରାଜ୍ୟ ଓଡ଼ିଶା ନୁହେଁ, ପଡ଼ୋଶୀ ରାଜ୍ୟରେ ବାସ କରୁଛନ୍ତି। […]

vlcsnap-2018-04-13-16h14m37s523

vlcsnap-2018-04-13-16h14m37s523

Rakesh Mallick
  • Published: Friday, 13 April 2018
  • Updated: 13 April 2018, 04:23 PM IST

Sports

Latest News

ଗୁଣପୁର (ଓଡ଼ିଶା ରିପୋର୍ଟର): ଆମ ରାଜ୍ୟ ଓଡ଼ିଶା। ମାତୃଭାଷା ଓଡ଼ିଆ। କିଛି ଦିନ ତଳେ ମାତୃଭାଷା ଓଡ଼ିଆରେ ନାଁ ଫଳକ ଲେଖିବାକୁ ପରାମର୍ଶ ଦେଇଥିଲେ ରାଜ୍ୟ ସରକାର। ମାତ୍ର ଏହାର ପ୍ରଭାବ ସୀମାବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳୁନି। ସେମାନେ ଓଡ଼ିଶାରେ ରହୁଛନ୍ତି ସତ, କିନ୍ତୁ ପଡ଼ୋଶୀ ରାଜ୍ୟର ଭାଷା ପ୍ରୀତି ଦେଖାଉଛନ୍ତି। ସେମାନଙ୍କ ସଂସ୍କୃତି ଓ ପରମ୍ପରାକୁ ଅନୁକରଣ କରୁଛନ୍ତି। ସତେ ଯେମିତି ଲାଗୁଛି ସେମାନେ ଆମ ରାଜ୍ୟ ଓଡ଼ିଶା ନୁହେଁ, ପଡ଼ୋଶୀ ରାଜ୍ୟରେ ବାସ କରୁଛନ୍ତି। ଏପରି ସ୍ଥିତି ଆମ ରାଜ୍ୟ ଓଡ଼ିଶାର ରାୟଗଡ଼ା ଜିଲ୍ଲା ଗୁଣପୁର ସବ୍‌ଡିଭିନ୍‌ରେ ଦେଖିବାକୁ ମିଳିଛି। ସେମାନେ ଓଡ଼ିଶାରେ ରହି ଓଡ଼ିଆ ବଦଳରେ ତେଲୁଗୁ ଭାଷାକୁ କଥା ହେଉଛନ୍ତି। ଏପରିକି ନିଜ ବ୍ୟବସାୟୀକ ପ୍ରତିଷ୍ଠାନର ନାଁ ମଧ୍ୟ ତେଲୁଗୁ ଭାଷାରେ ଲେଖୁଛନ୍ତି। ମାତ୍ର ଏଥିପ୍ରତି ପ୍ରଶାସନିକ ଅଧିକାରୀଙ୍କର ତିଳେ ମାତ୍ର ନଜର ପଡ଼ୁନାହିଁ। ଯାହାକୁ ନେଇ ଓଡ଼ିଆ ପ୍ରେମୀ ଓ ସାହିତ୍ୟ ଅନୁରାଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ରାୟଗଡ଼ା ଜିଲ୍ଲାର ଗୁଣପୁର ଏକ ସବ୍‌ଡିଜିନ୍‌। ଏହାର ଲୋକ ସଂଖ୍ୟା ୬୨,୮୭୦। ଆନ୍ଧ୍ରପ୍ରଦେଶ ସୀମାରେ ଏହି ସବ୍‌ଡିଭିଜନ୍‌ଟି ଅବସ୍ଥିତ ଥିବାରୁ ଏଠାକାଂଶ ଲୋକ ଓଡ଼ିଆ ବଦଳରେ ତେଲୁଗୁ ଭାଷାରେ କଥା ବାର୍ତ୍ତା ହେଉଛନ୍ତି। ଏପରିକି ଘରେ ହେଉଥିବା ବାହାଘର ଓ ପର୍ବ ପର୍ବାଣୀ ମଧ୍ୟ ତେଲୁଗୁ ପରମ୍ପରାରେ କରୁଛନ୍ତି। ନିଜ ବ୍ୟବସାୟୀକ ପ୍ରତିଷ୍ଠାନ, ହୋଟେଲ, ବସ୍‌ଷ୍ଟାଣ୍ଡ, କୋଚିଂ ସେଣ୍ଟରଠାରୁ ଆରମ୍ଭ କରି ଚା’ ଦୋକାନ ଯେଉଁଠି ଦେଖିବେ ତେଲୁଗୁ ଭାଷାରେ ନାଁ ଫଳକ ଲେଖାଯାଇଥିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହସ୍ପିଟାଲ ଗୁଡ଼ିକର ନାଁ ମଧ୍ୟ ତେଲୁଗୁ ଓ ଇଂରାଜୀ ଭାଷାରେ ଲେଖାଯାଇଛି। କହିବାକୁ ଗଲେ ଏହି ଅଞ୍ଚଳରେ ହଜି ଯିବାକୁ ବସିଲାଣି ଓଡ଼ିଆ ଭାଷା। ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଭାଷାବିତ୍ ଓ ଉତ୍କଳ ସମ୍ମିଳନୀର ସଦସ୍ୟ।

ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପସିଛି। ଲୋକେ ସ୍ୱତଃପ୍ରବୃତ୍ତ ଭାବେ ଓଡ଼ିଆ ଭାଷାର ବ୍ୟବହାର ନ କଲେ, ଆଗାମୀ ଦିନରେ ସେମାନଙ୍କ ବିରୋଧରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story