ମା’କୁ ପିଟି ପିଟି ହତ୍ୟା କଲା ପୁଅ

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ଯେଉଁ ମା’ କୋଳେଇ କାଖେଇ ବଡ଼ କରିଥିଲା, ନିଜ ପଣତ କାନିରେ ଲୁହ ପୋଛି ଦେଉଥିଲା। ସେହି ମା’କୁ ହତ୍ୟା କଲା ହତଭାଗା ପୁଅ। ଏଭଳି  ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଦାରୁବନ୍ଧ ସ୍ଥିତ ବନ୍ଧମୁଣ୍ଡା ବସ୍ତିରେ। ମୃତ ମହିଳା ଜଣଙ୍କ ହେଲେ ଜେମା ଅମାନତ୍ୟ। ଅଭିଯୁକ୍ତ ନବୀନ ଅମାନତ୍ୟକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ଗତକାଲି ନବୀନ ହୋଲି ଖେଳିସାରି ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲା। କୌଣସି କଥାକୁ […]

deadbody

deadbody

Tapaswini Nayak
  • Published: Sunday, 20 March 2022
  • Updated: 20 March 2022, 08:50 AM IST

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ଯେଉଁ ମା’ କୋଳେଇ କାଖେଇ ବଡ଼ କରିଥିଲା, ନିଜ ପଣତ କାନିରେ ଲୁହ ପୋଛି ଦେଉଥିଲା। ସେହି ମା’କୁ ହତ୍ୟା କଲା ହତଭାଗା ପୁଅ। ଏଭଳି  ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଦାରୁବନ୍ଧ ସ୍ଥିତ ବନ୍ଧମୁଣ୍ଡା ବସ୍ତିରେ। ମୃତ ମହିଳା ଜଣଙ୍କ ହେଲେ ଜେମା ଅମାନତ୍ୟ। ଅଭିଯୁକ୍ତ ନବୀନ ଅମାନତ୍ୟକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ, ଗତକାଲି ନବୀନ ହୋଲି ଖେଳିସାରି ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲା। କୌଣସି କଥାକୁ ନେଇ ମା’ଙ୍କ ସହ ତା’ର ବଚସା ହୋଇଥିଲା। ପରେ ନବୀନ ଉତକ୍ଷିପ୍ତ ହୋଇ ମା’କୁ ମାରପିଟ୍ କରିଥିଲେ।  ଜେମା ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। । ଏନେଇ ପଡୋଶୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story