ସୁବର୍ଣ୍ଣପୁର ଟିଠିପାଲି ଜଙ୍ଗଲରେ ୨ ହାତୀ ମୃତ୍ୟୁ ଘଟଣା: ଜଣେ ଫରେଷ୍ଟର୍ ଓ ଜଣେ ଫରେଷ୍ଟଗାର୍ଡ ନିଲମ୍ବିତ

ସୋନପୁର: ସୁବର୍ଣ୍ଣପୁର ଟିଠିପାଲି ସଂରକ୍ଷିତ ଜଙ୍ଗଲରେ ୨ ମାଈ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନବିଭାଗ। ଘଟଣାରେ ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ୱନ କରାଯାଇଛି। ଏହାସହ ହାତୀ ସ୍କ୍ବାଡର ୪ଜଣ କର୍ମଚାରୀ ଓ ଜଣେ ଟ୍ରାକରଙ୍କୁ ବହିଷ୍କାର କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ନେଇ ସୁବର୍ଣ୍ଣପୁର ଡିଏଫ୍ଓ ସୂଚନା ଦେଇଛନ୍ତି। ଗତକାଲି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏହି ଦୁଇ ହାତୀଙ୍କ ମୃତ୍ୟୁ ଘଟିଥିଲା।

elephantes

elephantes

Rakesh Mallick
  • Published: Monday, 23 November 2015
  • Updated: 23 November 2015, 04:02 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story