ସୋନପୁରରେ ସର୍ବାଧିକ ୪୬.୫ ଡିଗ୍ରୀ; ବଲାଙ୍ଗିର ଓ ଟିଟିଲାଗଡ଼ରେ ବର୍ଷା ଦେଲା ଆଶ୍ୱସ୍ତି

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ରାଜ୍ୟର ୧୪ଟି ପ୍ରମୁଖ ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରହିଥିଲା। ତେବେ ବଲାଙ୍ଗିର ଓ ଟିଟିଲାଗଡ଼ ଭଳି କିଛି ସ୍ଥାନରେ ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିବା ଯୋଗୁଁ ଲୋକେ ସାମାନ୍ତ ଆଶ୍ୱସ୍ତି ଅନୁଭବ କରିଛନ୍ତି। ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ସୋନପୁର। ଏଠାରେ ଆଜି ତାପମାତ୍ରା ୪୬.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଏହା ତଳକୁ […]

barsh-titilagarh

barsh-titilagarh

Rakesh Mallick
  • Published: Tuesday, 26 April 2016
  • Updated: 26 April 2016, 02:24 PM IST

Sports

Latest News

[caption id="attachment_80813" align="alignleft" width="300"]barsh-titilagarh ଟିଟିଲାଗଡ଼ାରେ ବର୍ଷା[/caption]

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ରାଜ୍ୟର ୧୪ଟି ପ୍ରମୁଖ ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରହିଥିଲା। ତେବେ ବଲାଙ୍ଗିର ଓ ଟିଟିଲାଗଡ଼ ଭଳି କିଛି ସ୍ଥାନରେ ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିବା ଯୋଗୁଁ ଲୋକେ ସାମାନ୍ତ ଆଶ୍ୱସ୍ତି ଅନୁଭବ କରିଛନ୍ତି।

ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ସୋନପୁର। ଏଠାରେ ଆଜି ତାପମାତ୍ରା ୪୬.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଏହା ତଳକୁ ରହିଥିଲା ବଲାଙ୍ଗିର। ଏଠାରେ ଆଜି ତାପମାତ୍ରା ୪୬ ଡିଗ୍ରୀ ରହିଥିଲା।

ଟିଟିଲାଗଡ଼ରେ ତାପମାତ୍ରା ୪୫.୫ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣାରେ ୪୫.୨, ସମ୍ବଲପୁରରେ ୪୫, ହୀରାକୁଦରେ ୪୪.୬, ଝାରସୁଗୁଡ଼ାରେ ୪୪.୫, ତାଳଚେରରେ ୪୩.୪ ଅନୁଗୋଳରେ ୪୩.୧, ସୁନ୍ଦରଗଡ଼ରେ ୪୩, କେନ୍ଦୁଝରରେ ୪୨.୨, ଫୁଲବାଣୀରେ ୪୧.୬ ଢେଙ୍କାନାଳ ଓ ବାରିପଦାରେ ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା।

ଭୁବନେଶ୍ୱର ଓ କଟକରେ ଆଜି ତାପମାତ୍ରା ଯଥାକ୍ରମେ ୩୮.୯ ଓ ୩୬.୬ ଡିଗ୍ରୀ ରହିଥିଲା।

ବାଲେଶ୍ୱରରେ ତାପମାତ୍ରା ୩୬.୨ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୩୯.୨, ପାରାଦୀପରେ ୩୦.୮, ଗୋପାଳପୁରରେ ୨୯.୭, ପୁରୀରେ ୩୨.୪, କୋରାପୁଟରେ ୩୭.୬ ଓ ଦାରିଙ୍ଗବାଡ଼ିରେ ୩୮ ଡିଗ୍ରୀ ରେକର୍ଡ କରାଯାଇଥିଲା।

ଅନ୍ୟପକ୍ଷରେ ଆଜି ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ଦିନ ବେଳେ ୪୬ ଡିଗ୍ରୀ ତାତିରେ ସିଝି ଥିବା ବଲାଙ୍ଗିରରେ ଅପରାହ୍ନ ପ୍ରାୟ ୪ଟା ବେଳକୁ ଝଡ଼ତୋଫାନ ସହିତ ବର୍ଷା ହୋଇଥିଲା। ଏହା ବଲାଙ୍ଗିରବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଛି। ତେବେ ବଜ୍ରାଘାତ ଯୋଗୁଁ ବଲାଙ୍ଗିର ଜେଲର ଜଣେ ୱାର୍ଡର ଓ ଜଣେ କଏଦୀ ଆହତ ହୋଇଛନ୍ତି। କଏଦୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ସେହିଭଳି ଚଳିତ ବର୍ଷ ରେକର୍ଡ ୪୮.୫ ଡିଗ୍ରୀ ତାପମାତ୍ରା ଛୁଇଁଥିବା ଟିଟିଲାଗଡ଼ରେ ମଧ୍ୟ ଆଜି ବର୍ଷା ହୋଇଛି। ସହରର ତାପମାତ୍ରା ଆଜି ଦିନ ବେଳେ ୪୫.୫ ଡିଗ୍ରୀ ରହିଥିଲା। ତେବେ ଅପରାହ୍ନରେ ଏଠାରେ ଜୋର୍‌ରେ ପବନ ବହିବା ସହିତ ବର୍ଷା ହୋଇଥିଲା।  ଫଳର ଗତ କିଛି ଦିନ ଧରି ଲଗାତାର ଭାବେ ୪୬ ଡିଗ୍ରୀରୁ ଅଧିକ ତାପମାତ୍ରା ସହିଥିବା ଟିଟିଲାଗଡ଼ବାସୀଙ୍କୁ ଟିକେ ଆଶ୍ୱସ୍ତି ମିଳିଛି।

ଟିଟିଲାଗଡ଼ ସବ୍‌ଡିଭିଜନ୍‌ର କିଛି ଅଞ୍ଚଳରେ ବଜ୍ରାପାତ ହୋଇଛି। ବଜ୍ରାପାତ ଯୋଗୁଁ ସିନ୍ଧେକେଲାରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story