ସୋନପୁର: ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣାରେ ୨ ଶିକ୍ଷକ ନିଲମ୍ବିତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ କେନ୍ଦୁପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୨୦୦ ଛାତ୍ରଛାତ୍ରୀ ଅସୁସ୍ଥ ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ଶିକ୍ଷା ବିଭାଗ। ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ରଥ ଓ ସହକାରୀ ଶିକ୍ଷକ ରାସବିହାରୀ ମେହେରଙ୍କୁ ନିଲମ୍ବନ କରାଯାଇଛି। ଏହାସହ ଗିରିଜା ପଣ୍ଡାଙ୍କୁ ସିଆରସିସିରୁ ବହିଷ୍କାର କରାଯାଇଛି। ସେହିଭଳି ବିଇଓ ନିହାରବାଳା ଦାଶ ଏବଂ ଏବିଇଓ ରାମକୃଷ୍ଣ ନାଏକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି […]

school student3

school student3

Rakesh Mallick
  • Published: Thursday, 11 February 2016
  • Updated: 11 February 2016, 12:06 PM IST

Sports

Latest News

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ କେନ୍ଦୁପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୨୦୦ ଛାତ୍ରଛାତ୍ରୀ ଅସୁସ୍ଥ ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ଶିକ୍ଷା ବିଭାଗ। ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ରଥ ଓ ସହକାରୀ ଶିକ୍ଷକ ରାସବିହାରୀ ମେହେରଙ୍କୁ ନିଲମ୍ବନ କରାଯାଇଛି। ଏହାସହ ଗିରିଜା ପଣ୍ଡାଙ୍କୁ ସିଆରସିସିରୁ ବହିଷ୍କାର କରାଯାଇଛି। ସେହିଭଳି ବିଇଓ ନିହାରବାଳା ଦାଶ ଏବଂ ଏବିଇଓ ରାମକୃଷ୍ଣ ନାଏକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୬ ତାରିଖରେ କେନ୍ଦୁପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇଲା ପରେ ୨୦୦ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୬ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଥିଲା। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ବୀରମହାରାଜପୁର ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା।  ଏହି ଘଟଣାରେ ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ଗ୍ରାମବାସୀ ତଥା ଅଭିଭାବକମାନେ ସୋମବାରଠାରୁ ବିଦ୍ୟାଳୟରେ ତାଲାମାରି ଆନ୍ଦୋଳନକୁ ଓହ୍ଲାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story