ଆଉ ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ସୋନପୁର: ରାଜ୍ୟରେ ଚାଷୀ ଆତ୍ମହତ୍ୟା ଜାରି ରହିଛି। ଆଜି ପୁଣି ଏକ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି। ତାଙ୍କ ନାଁ ଶଙ୍ଖପାଣି ନାଗ। ତାଙ୍କ ଘର ସୋନପୁର ଜିଲ୍ଲା ତରଭା ବ୍ଲକ୍ ଅନ୍ତର୍ଗତ କୟାଁପଦର ଗାଁରେ। ଫସଲ ହାନି ଯୋଗୁଁ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। କୀଟନାଶକ ପିଇବା ପରେ ଶଙ୍ଖପାଣିଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ପ୍ରାୟ ୪ଟା ବେଳେ ତାଙ୍କ […]

sonpur-farmer death

sonpur-farmer death

Rakesh Mallick
  • Published: Friday, 13 November 2015
  • Updated: 13 November 2015, 04:51 PM IST

ସୋନପୁର: ରାଜ୍ୟରେ ଚାଷୀ ଆତ୍ମହତ୍ୟା ଜାରି ରହିଛି। ଆଜି ପୁଣି ଏକ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି। ତାଙ୍କ ନାଁ ଶଙ୍ଖପାଣି ନାଗ। ତାଙ୍କ ଘର ସୋନପୁର ଜିଲ୍ଲା ତରଭା ବ୍ଲକ୍ ଅନ୍ତର୍ଗତ କୟାଁପଦର ଗାଁରେ। ଫସଲ ହାନି ଯୋଗୁଁ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

କୀଟନାଶକ ପିଇବା ପରେ ଶଙ୍ଖପାଣିଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ପ୍ରାୟ ୪ଟା ବେଳେ ତାଙ୍କ ମୃତ୍ୟୁ ଘଟିଛି।

ମୃତ ଚାଷୀ ଶଙ୍ଖପାଣିଙ୍କ ପୁଅ ପଛାଲୁ ନାଗ କହିଛନ୍ତି ଯେ ସେ ନିଜର ୩ ଏକର ଜମି ସହିତ ଭାଗରେ ୮ ଏକର ଜମିରେ ଚାଷ କରିଥିଲେ। ଚାଷ କରିବାକୁ ସେ ହାତଉଧାରୀ ସହିତ ବ୍ୟାଙ୍କରୁ ମଧ୍ୟ ଟଙ୍କା ଋଣ କରିଥିଲେ। ତେବେ ବର୍ଷା ଅଭାବରୁ ଫସଲ ନଷ୍ଟ ହୋଇଯାଇଥିଲା। ତେଣୁ ଗତ ୧୫ ଦିନ ହେବ ସେ ବହୁତ ଚିନ୍ତିତ ଥିଲେ। ସେଥିପାଇଁ ସେ ଆଜି କୀଟନାଶକ ପିଇ ଦେଇଥିଲେ।

ଅନ୍ୟପକ୍ଷରେ ସୋନପୁର ଜିଲ୍ଲା ଉପ-କୃଷି ନିର୍ଦ୍ଦେଶକ ସତ୍ୟନାରାୟଣ ମିଶ୍ର କହିଛନ୍ତି ଯେ ସେ ମୃତ ଚାଷୀ ଶଙ୍ଖପାଣିଙ୍କ ଘରକୁ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ ପାଇଁ ପଠାଇବେ। ପ୍ରକୃତିରେ ସେ ଫସଲହାନି ପାଇଁ ଚାଷ କରିଛନ୍ତି ନା ନାହିଁ ତାହା ତଦନ୍ତ ପରେ ଯାଇ ଜଣାପଡ଼ିବ। ତେବେ ସୋନପୁରର ଚାରୋଟ ବ୍ଲକ୍ ତରଭା, ସୋନପୁର, ଉଲୁଣ୍ଡା ଓ ବୀରମହାରାଜପୁରରେ ଅନେକ ସ୍ଥାନରେ ଫସଲ ହାନି ହୋଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story