ଲିଙ୍ଗଗତ ହିଂସା ରୋକିବାକୁ ଆସିବ ଏସ୍‌ଓପି

ଭୁବନେଶ୍ୱର: ଲିଙ୍ଗଗତ ହିଂସା ରୋକିବାକୁ ଆସିବ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି)। ସାମ୍ବିଧାନିକ ବ୍ୟବସ୍ଥାରେ ୭ଟି ସମନ୍ୱିତ ଦିଗକୁ ନେଇ ଏସ୍‌ଓପି ଗଠନ ହେବ। ଏଥିରେ ପୀଡିତାଙ୍କ ସୁରକ୍ଷା ଓ ଗୋପନୀୟତା ରକ୍ଷା, ଡାକ୍ତରୀ ପରୀକ୍ଷା, ଚିକିତ୍ସା ଓ ପ୍ରମାଣପତ୍ର ସଂଗ୍ରହ, ପୋଲିସର ଭୂମିକା, ଆଇନ ସହାୟତା ଓ ଥଇଥାନ ପରି ଦିଗ ରହିବ। ଏସ୍‌ଓପି ପାଳନରେ ବ୍ୟତିକ୍ରମ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  ଆଜି ସଚିବାଳୟରେ ଉନ୍ନୟନ କମିଶନ ଆର.ବାଲକ୍ରୀଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ […]

SOP to combat gender-based violence

SOP to combat gender-based violence

Rakesh Mallick
  • Published: Saturday, 03 September 2016
  • Updated: 03 September 2016, 09:00 PM IST

Sports

Latest News

ଭୁବନେଶ୍ୱର: ଲିଙ୍ଗଗତ ହିଂସା ରୋକିବାକୁ ଆସିବ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି)। ସାମ୍ବିଧାନିକ ବ୍ୟବସ୍ଥାରେ ୭ଟି ସମନ୍ୱିତ ଦିଗକୁ ନେଇ ଏସ୍‌ଓପି ଗଠନ ହେବ।

ଏଥିରେ ପୀଡିତାଙ୍କ ସୁରକ୍ଷା ଓ ଗୋପନୀୟତା ରକ୍ଷା, ଡାକ୍ତରୀ ପରୀକ୍ଷା, ଚିକିତ୍ସା ଓ ପ୍ରମାଣପତ୍ର ସଂଗ୍ରହ, ପୋଲିସର ଭୂମିକା, ଆଇନ ସହାୟତା ଓ ଥଇଥାନ ପରି ଦିଗ ରହିବ। ଏସ୍‌ଓପି ପାଳନରେ ବ୍ୟତିକ୍ରମ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 ଆଜି ସଚିବାଳୟରେ ଉନ୍ନୟନ କମିଶନ ଆର.ବାଲକ୍ରୀଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏସ୍‌ଓପିକୁ ଅନୁମୋଦନ ମିଳିଛି। ଏହାକୁ ସରକାରଙ୍କ ପାଖକୁ ଚୂଡାନ୍ତ ଅନୁମୋଦନ ପାଇଁ ପଠାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story