ମାର୍କୋଣା ଷ୍ଟେସନରେ ୧୪୪ ଧାରା ବଳବତ୍ତର, ରେଳ ଚଳାଚଳ ସ୍ୱାଭାବିକ

ସୋର: ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ପରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମାର୍କୋଣା ରେଳ ଷ୍ଟେସନରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି। ଘଟଣାର ସମାଧାନ ପାଇଁ ନଭେମ୍ୱର ୧୨ ତାରିଖରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରାଯିବ। ଏବେ ମଧ୍ୟ ଷ୍ଟେସନ୍‌ରେ ୧୪୪ ଧାରା ଜାରି ରହିଛି। ମାର୍କୋଣା ଷ୍ଟେସନର ଉନ୍ନତି କରଣ ସହ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବିରେ ସିମୁଳିଆ ଖଇରା ନାଗରିକ ମଞ୍ଚ ଆନ୍ଦୋଳନକୁ ଜୋରଦାର କରିଥିବା ବେଳେ ଆଜି ଷ୍ଟେସନ ପରିସରରେ ୧୪୪ ଧାରା ଜାରି […]

sora

sora

Rakesh Mallick
  • Published: Saturday, 22 October 2016
  • Updated: 23 October 2016, 06:59 AM IST

Sports

Latest News

ସୋର: ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ପରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମାର୍କୋଣା ରେଳ ଷ୍ଟେସନରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି। ଘଟଣାର ସମାଧାନ ପାଇଁ ନଭେମ୍ୱର ୧୨ ତାରିଖରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରାଯିବ। ଏବେ ମଧ୍ୟ ଷ୍ଟେସନ୍‌ରେ ୧୪୪ ଧାରା ଜାରି ରହିଛି।

ମାର୍କୋଣା ଷ୍ଟେସନର ଉନ୍ନତି କରଣ ସହ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବିରେ ସିମୁଳିଆ ଖଇରା ନାଗରିକ ମଞ୍ଚ ଆନ୍ଦୋଳନକୁ ଜୋରଦାର କରିଥିବା ବେଳେ ଆଜି ଷ୍ଟେସନ ପରିସରରେ ୧୪୪ ଧାରା ଜାରି କରାଯାଇଛି। ଦାବି ପୂରଣ ପାଇଁ ନାଗରିକ ମଞ୍ଚ ପକ୍ଷରୁ ଗତ ଦୁଇଦିନ ଧରି ଆମରଣ ଅନଶନ  କରାଯିବା ପରେ ଆଜି  ସିମୁଳିଆ ବଜାର ବନ୍ଦ ଡାକରା ଦିଆଯିବା ସହ ରେଳରୋକ କରାଯାଇଥିଲା। ଫଳରେ  ହାୱଡା-ପୁରୀ ପାସେଞ୍ଜର ସହ ସୋରରେ ପୁରୀ-ହାୱଡା ଧଉଳି ଏକ୍ସପ୍ରେସ ଅଟକି ରହିଥିଲା। ବନ୍ଦ ଡାକରା ଯୋଗୁଁ ମାର୍କୋଣାରେ ଦୋକାନ ବଜାର ସହ ଅନ୍ୟ ପ୍ରତିଷ୍ଠାନ ସବୁ  ମଧ୍ୟ ବନ୍ଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story