ଶବ ସତ୍କାର ପାଇଁ ମିଳିଲାନି ଶ୍ମଶାନ: ଘର ନିକଟରେ ହେଲା ଅନ୍ତିମ ସଂସ୍କାର

ସୋର: ବାଲେଶ୍ୱର ଜିଲ୍ଲା ସୋର ବ୍ଳକ୍‌ ଟେଣ୍ଟେଇ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତକାଲି ଗାଁର ନବ ମଲ୍ଲିକଙ୍କ ଏଡସ୍‌ରେ ମୃତ୍ୟୁ ହୋଇଥିଲା। ମୃତଦେହକୁ ତାଙ୍କ ପରିବାର ଲୋକେ ସତ୍କାର ପାଇଁ ଗାଁ ମଶାଣିକୁ ନେଇଥିଲେ। ହେଲେ ଗାଁ ଲୋକେ ସେଠାରେ ପହଞ୍ଚି  ଶବ ସଂସ୍କାର ପାଇଁ ମନା କରିବାରୁ ତାଙ୍କ ପରିବାର ଲୋକେ ଘର ନିକଟରେ ଦାହ କରିଥିଲେ। ମଶାଣି ନିକଟରେ ଘର ତିଆରି ହୋଇଥିବାରୁ ଗାଁ ଲୋକେ ଶବ ସତ୍କାର ପାଇଁ […]

soro

soro

Rakesh Mallick
  • Published: Saturday, 15 October 2016
  • Updated: 15 October 2016, 09:59 AM IST

Sports

Latest News

ସୋର: ବାଲେଶ୍ୱର ଜିଲ୍ଲା ସୋର ବ୍ଳକ୍‌ ଟେଣ୍ଟେଇ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତକାଲି ଗାଁର ନବ ମଲ୍ଲିକଙ୍କ ଏଡସ୍‌ରେ ମୃତ୍ୟୁ ହୋଇଥିଲା। ମୃତଦେହକୁ ତାଙ୍କ ପରିବାର ଲୋକେ ସତ୍କାର ପାଇଁ ଗାଁ ମଶାଣିକୁ ନେଇଥିଲେ। ହେଲେ ଗାଁ ଲୋକେ ସେଠାରେ ପହଞ୍ଚି  ଶବ ସଂସ୍କାର ପାଇଁ ମନା କରିବାରୁ ତାଙ୍କ ପରିବାର ଲୋକେ ଘର ନିକଟରେ ଦାହ କରିଥିଲେ।

ମଶାଣି ନିକଟରେ ଘର ତିଆରି ହୋଇଥିବାରୁ ଗାଁ ଲୋକେ ଶବ ସତ୍କାର ପାଇଁ ବିରୋଧ କରିଥିଲେ। ମୃତକଙ୍କ ପରିବାର ଲୋକେ ତାଙ୍କ ନିଜ ଜାଗାରେ ଶବ ପୋଡ଼ିଥିଲେ ବୋଲି ସୋର ଥାନା ଅଧିକାରୀ କହିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos