ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ସୋରରେ କର୍ଫ୍ୟୁ

ସୋର: ବାଲେଶ୍ୱର ଜିଲ୍ଲା ସୋରରେ ଆଜି ସନ୍ଧ୍ୟା ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ପ୍ରତି ଛକ ଓ ସମ୍ବେଦନଶୀଳ ଅଞ୍ଚଳ ପୋଲିସ ଛାଉଣୀରେ ପରିଣତ ହୋଇଛି। କେବଳ ଜାତୀୟ ରାଜପଥରେ ଆନ୍ତଃରାଜ୍ୟ ଟ୍ରାଫିକ୍‌ ଓ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡିଦେଲେ ଅନ୍ୟ ସବୁ ଠପ୍‌ ହୋଇଯାଇଛି। ଆଜି ଦିନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୧୪୪ ଧାରାକୁ କୋହଳ କରାଯାଇଛି। ସାଧାରଣ ଲୋକଙ୍କର ଯେପରି ଅସୁବିଧା ନ ହେବ ସେଥିପାଇଁ ୧୪୪ ଧାରା କୋହଳ […]

sora

sora

Rakesh Mallick
  • Published: Monday, 12 September 2016
  • Updated: 12 September 2016, 10:15 PM IST

ସୋର: ବାଲେଶ୍ୱର ଜିଲ୍ଲା ସୋରରେ ଆଜି ସନ୍ଧ୍ୟା ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ପ୍ରତି ଛକ ଓ ସମ୍ବେଦନଶୀଳ ଅଞ୍ଚଳ ପୋଲିସ ଛାଉଣୀରେ ପରିଣତ ହୋଇଛି। କେବଳ ଜାତୀୟ ରାଜପଥରେ ଆନ୍ତଃରାଜ୍ୟ ଟ୍ରାଫିକ୍‌ ଓ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡିଦେଲେ ଅନ୍ୟ ସବୁ ଠପ୍‌ ହୋଇଯାଇଛି।

ଆଜି ଦିନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୧୪୪ ଧାରାକୁ କୋହଳ କରାଯାଇଛି। ସାଧାରଣ ଲୋକଙ୍କର ଯେପରି ଅସୁବିଧା ନ ହେବ ସେଥିପାଇଁ ୧୪୪ ଧାରା କୋହଳ କରାଯାଇଥିଲା। ଏହି ସମୟରେ ସଭା ଓ ଶୋଭାଯାତ୍ରା ଉପରେ କଟକଣା ଜାରି କରାଯାଇଥିଲା। ଆସନ୍ତାକାଲି ଉଦ୍‌-ଉଲ୍‌-ଜୁହା ଥିବାରୁ ସକାଳ ୮ଟାରୁ ୨ଟା ଯାଏଁ କଟକଣାକୁ ସାମାନ୍ୟ କୋହଳ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ବାଲେଶ୍ୱର ଜିଲ୍ଲାପାଳ ପ୍ରମୋଦ ଦାସ କହିଛନ୍ତି,“ଆସନ୍ତକାଲି ଲୋକେ ପ୍ରାର୍ଥନା କରିବାକୁ ଯାଇପାରିବେ। ତେବେ ଶୋଭାଯାତ୍ରା ଉପରେ କଡ଼ା କଟକଣା ଜାରି କରାଯାଇଛି।”

ଗତକାଲି ଶାନ୍ତି କମିଟି ବୈଠକ ବସିଥିଲେ ବି ରାତିରେ ଦୁର୍ବୃତ୍ତମାନେ ୭ଟି ଦୋକାନ ଜାଳି ଦେଇଥିଲେ। ଦୁର୍ବୃତ୍ତମାନେ ଏକ କୁକୁଡ଼ା ଫାର୍ମରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story