ସୋର: ବୋଲବମ୍ ଭକ୍ତଙ୍କୁ ଧକ୍କା ଦେଇ ବାଇକ୍ ଆରୋହୀ ମୃତ

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଦହିସଡ଼ା ଛକଠାରେ ଜଣେ ବୋଲବମ୍ ଭକ୍ତଙ୍କୁ ଧକ୍କା ଦେବା ପରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜଗନ୍ନାଥ ମଲ୍ଲିକ। ତାଙ୍କ ଘର ଅଡ଼ା ଗାଁରେ। ବାଇକ୍‌ ଧକ୍କାରେ ବୋଲବମ୍ ଭକ୍ତ ଜିତୁ ନାୟକ ଆହତ ହୋଇଛନ୍ତି। ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖଲିଖୋଟ୍‌ର ଜିତୁ କୋଲକାତାରୁ ଗଙ୍ଗା ନଦୀରୁ ପାଣି ନେଇ ଧବଳେଶ୍ୱର ଅଭିମୁଖେ ଯାଉଥିବା ବେଳେ ସକାଳ ପ୍ରାୟ ୯ଟା ବେଳେ ତାଙ୍କୁ […]

died

died

Rakesh Mallick
  • Published: Thursday, 28 July 2016
  • Updated: 28 July 2016, 11:36 AM IST

Sports

Latest News

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଦହିସଡ଼ା ଛକଠାରେ ଜଣେ ବୋଲବମ୍ ଭକ୍ତଙ୍କୁ ଧକ୍କା ଦେବା ପରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜଗନ୍ନାଥ ମଲ୍ଲିକ। ତାଙ୍କ ଘର ଅଡ଼ା ଗାଁରେ। ବାଇକ୍‌ ଧକ୍କାରେ ବୋଲବମ୍ ଭକ୍ତ ଜିତୁ ନାୟକ ଆହତ ହୋଇଛନ୍ତି। ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖଲିଖୋଟ୍‌ର ଜିତୁ କୋଲକାତାରୁ ଗଙ୍ଗା ନଦୀରୁ ପାଣି ନେଇ ଧବଳେଶ୍ୱର ଅଭିମୁଖେ ଯାଉଥିବା ବେଳେ ସକାଳ ପ୍ରାୟ ୯ଟା ବେଳେ ତାଙ୍କୁ ପଛପଟୁ ବାଇକ୍‌ରେ ଧକ୍କା ଦେଇଥିଲେ ଜଗନ୍ନାଥ। ଧକ୍କା ଦେବା ପରେ ଜଗନ୍ନାଥ ବାଇକ୍ ସହ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story