ଚତୁର୍ଥ ପ୍ରୟାସରେ ବି ଲୁଟି ପାରିଲେନି ବ୍ୟାଙ୍କ, ଛାଡ଼ି ଆସିଲେ ପ୍ରମାଣ

ସୋର (ନିରଞ୍ଜନ ବେହେରା): ଥରେ କି ଦୁଇ ଥର ନୁହେଁ, ଚାରି ଚାରି ଥର ଲୁଟ୍‌ ପାଇଁ ବ୍ୟାଙ୍କରେ ପଶିଥିଲେ। ହେଲେ ସବୁଥର ନିରାଶ ହୋଇ ଫେରୁଥିଲେ। ଆଉ ଫେରିଲା ବେଳେ ବ୍ୟାଙ୍କର ଥିବା ଟର୍ଚ୍ଚ, କଲମ ଓ ଅନ୍ୟାନ୍ୟ ସରଞ୍ଜାମ ଧରି ଫେରୁଥିଲେ। କିନ୍ତୁ ଚତୁର୍ଥ ଥର ଛାଡ଼ି ଆସିଥିଲେ ପ୍ରମାଣ। ଯାହା ତାଙ୍କୁ ପୁଲିସ ହାତରେ ଧରାଇ ଦେଇଛି। ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ସୋର ଥାନା ମାଣିପୁର ବଜାରରେ ରହିଛି ସେଣ୍ଟ୍ରାଲ […]

Bank-loot

Bank-loot

Manoranjan Sial
  • Published: Saturday, 02 October 2021
  • Updated: 02 October 2021, 04:43 PM IST

Sports

Latest News

ସୋର (ନିରଞ୍ଜନ ବେହେରା): ଥରେ କି ଦୁଇ ଥର ନୁହେଁ, ଚାରି ଚାରି ଥର ଲୁଟ୍‌ ପାଇଁ ବ୍ୟାଙ୍କରେ ପଶିଥିଲେ। ହେଲେ ସବୁଥର ନିରାଶ ହୋଇ ଫେରୁଥିଲେ। ଆଉ ଫେରିଲା ବେଳେ ବ୍ୟାଙ୍କର ଥିବା ଟର୍ଚ୍ଚ, କଲମ ଓ ଅନ୍ୟାନ୍ୟ ସରଞ୍ଜାମ ଧରି ଫେରୁଥିଲେ। କିନ୍ତୁ ଚତୁର୍ଥ ଥର ଛାଡ଼ି ଆସିଥିଲେ ପ୍ରମାଣ। ଯାହା ତାଙ୍କୁ ପୁଲିସ ହାତରେ ଧରାଇ ଦେଇଛି। ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।

ସୋର ଥାନା ମାଣିପୁର ବଜାରରେ ରହିଛି ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଶାଖା। ଗତ ମାସ ୨୦ ତାରିଖ ରାତିରେ ଏହି ବ୍ୟାଙ୍କରୁ ଚୋରି ହୋଇଥିଲା। ୬ ଦୁର୍ବୃତ୍ତ ଗ୍ୟାସ୍‌ କଟର ସାହାଯ୍ୟରେ ତାଲା କାଟି ଲୁଟ୍‌ କରିଥିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର କ୍ୟାସ୍‌ ଥିବା ଷ୍ଟ୍ରଙ୍ଗ ରୁମ୍‌ ଭାଙ୍ଗି ପାରିନଥିଲେ। ତେଣୁ ଟଙ୍କା ଲୁଟ୍‌ କରିପାରିଲେ ନାହିଁ। କିନ୍ତୁ ଛାଡ଼ି ଆସିଥିଲେ ପ୍ରମାଣ। ବ୍ୟାଙ୍କରେ ପଶିବା ବେଳେ ଗେଟ୍‌ ପାଖରେ ଲାଗିଥିବା ସିସିଟିଭିରେ ୬ ଅଭିଯୁକ୍ତଙ୍କ ଭିତରୁ ଜଣେ ଅଭିଯୁକ୍ତଙ୍କ ମୁହଁ କଏଦ ହୋଇଯାଇଥିଲା। ଯାହା ସେମାନଙ୍କୁ ଅଡୁଆରେ ପକାଇ ଦେଇଥିଲା।

ସୋର ଥାନା ପୁଲିସ ସେହି ସିସିଟିଭି ଫୋଟେଜ୍‌କୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ସିସିଟିଭିରେ କଏଦ ହୋଇଥିବା ଯୁବକଙ୍କୁ ଧରିବାକୁ ଉଦ୍ୟମ କରିଥିଲା। ବିଭିନ୍ନ ସ୍ଥାନରେ ଚଢ଼ଉ ପରେ ମହୁମୁହାଣରୁ ଅରବିନ୍ଦ ପ୍ରଧାନଙ୍କୁ ଧରିଥିଲା ପୁଲିସ। ପରେ ଅରବିନ୍ଦଙ୍କ ବୟାନ ଆଧାରରେ ପୁଲିସ ରାକେଶ ନାୟକ, ପ୍ରିତମ ନାୟକ ଓ ସୁଶାନ୍ତ ସାହୁଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ଅଭିଯୁକ୍ତଙ୍କଠାରୁ ଗୋଟିଏ କାର, ୨ଟି ମୋଟର ସାଇକେଲ,୪ ଟି ମୋବାଇଲ, ଗୋଟିଏ ଖେଳଣା ବନ୍ଧୁକ ଓ ମରଣାସ୍ତ୍ର ଜବତ କରିଛି। ଅନ୍ୟ ୩ ଅଭିଯୁକ୍ତ ଏବେ ସୁଦ୍ଧା ଫେରାର ଅଛନ୍ତି। ସେମାନଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଅଭିଯୁକ୍ତଙ୍କୁ ଜେରା ବେଳେ ଜଣାପଡ଼ିଛି, ଏମାନେ ଏହା ପୂର୍ବରୁ ତିନି ଥର ସେହି ବ୍ୟାଙ୍କରୁ ଲୁଟ୍‌ ପାଇଁ ଉଦ୍ୟମ କରିଥିଲେ। ବ୍ୟାଙ୍କ ଗେଟ୍‌ ତାଲା ଭାଙ୍ଗି ଥିଲେ। ହେଲେ କ୍ୟାସ୍‌ ରହୁଥିବା ଷ୍ଟ୍ରଙ୍ଗରୁମ୍‌ ତାଲା ଭାଙ୍ଗି ପାରୁନଥିଲେ। ସେଥିପାଇଁ ଟଙ୍କା ଲୁଟ୍‌ କରିପାରୁନଥିଲେ। ତେଣୁ ଟଙ୍କା ନପାଇ ସେମାନେ ପେନ୍‌ଷ୍ଟାଣ୍ଡ, କଲମ, ଟର୍ଚ୍ଚ ଧରି ଫେରୁଥିଲେ ବୋଲି ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story