ସୌରଶକ୍ତିରେ ସ୍ୱୟଂ ସମ୍ପୂର୍ଣ୍ଣ ହେବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ କେବଳ ସୌରଶକ୍ତି ମାଧ୍ୟମରେ ବିଦ୍ୟୁତ ଯୋଗାଣ କରାଯିବାକୁ ଯୋଜନା ହୋଇଛି। ଏଥିପାଇଁ ଏୟାରପୋର୍ଟ ପରିସରରେ ୫ ମେଗାୱାଟର ସୋଲାର ପାୱାର ଷ୍ଟେସନ ସ୍ଥାପନ ପାଇଁ ସ୍ଥିର ହୋଇଥିବା କର୍ତ୍ତୃପକ୍ଷ କହିଛନ୍ତି। ଆସନ୍ତାବର୍ଷ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଶକ୍ତି କ୍ଷେତ୍ରରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସ୍ୱୟଂ ସମ୍ପୂର୍ଣ୍ଣ କରିବାକୁ ଏହି ଯୋଜନା କରାଯାଉଛି। ଟର୍ମିନାଲଠାରୁ ରନୱେ, ପାର୍କିଂ ଅଞ୍ଚଳରୁ ଆରମ୍ଭ କରି ଷ୍ଟ୍ରିଟ୍ ଲାଇଟ୍ […]

biju-pattanyak-airport-new-terminal

biju-pattanyak-airport-new-terminal

Rakesh Mallick
  • Published: Tuesday, 15 December 2015
  • Updated: 15 December 2015, 02:47 PM IST

Sports

Latest News

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ କେବଳ ସୌରଶକ୍ତି ମାଧ୍ୟମରେ ବିଦ୍ୟୁତ ଯୋଗାଣ କରାଯିବାକୁ ଯୋଜନା ହୋଇଛି। ଏଥିପାଇଁ ଏୟାରପୋର୍ଟ ପରିସରରେ ୫ ମେଗାୱାଟର ସୋଲାର ପାୱାର ଷ୍ଟେସନ ସ୍ଥାପନ ପାଇଁ ସ୍ଥିର ହୋଇଥିବା କର୍ତ୍ତୃପକ୍ଷ କହିଛନ୍ତି। ଆସନ୍ତାବର୍ଷ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଶକ୍ତି କ୍ଷେତ୍ରରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସ୍ୱୟଂ ସମ୍ପୂର୍ଣ୍ଣ କରିବାକୁ ଏହି ଯୋଜନା କରାଯାଉଛି। ଟର୍ମିନାଲଠାରୁ ରନୱେ, ପାର୍କିଂ ଅଞ୍ଚଳରୁ ଆରମ୍ଭ କରି ଷ୍ଟ୍ରିଟ୍ ଲାଇଟ୍ ପର୍ଯ୍ୟନ୍ତ ସବୁଠି ଉପଯୋଗ ହେବ ସୌରଶକ୍ତି। ଏବେ ବିମାନ ବନ୍ଦର ପରିସରରେ ଲାଗିଥିବା ସୋଲାର ପ୍ୟାନେଲରୁ ଦୈନିକ ପ୍ରାୟ ଶହେ କିଲୋୱାଟ୍ ବିଜୁଳି ଉତ୍ପାଦନ ହେଉଛି। ଏହି ଶକ୍ତିରୁ ରନୱେ ଓ ପାର୍କିଂ ଅଞ୍ଚଳକୁ ଆଲୋକୀକରଣ କରାଯାଉଛି। ଚଳିତବର୍ଷ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଜୁ ପଟ୍ଟନାୟକ ଏୟାରପୋର୍ଟ ପୁରସ୍କୃତ ହେବା ପରେ ୫ ମେଗାୱାଟ୍ ସୋଲାର ଷ୍ଟେସନ ପ୍ରତିଷ୍ଠା ଯୋଜନାକୁ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉଛନ୍ତି ବୋଲି ବିମାନବନ୍ଦ ନିର୍ଦ୍ଦେଶକ ଶରଦ୍ କୁମାର କହିଛନ୍ତି।

କେବଳ ବିମାନ ବନ୍ଦର ନୁହେଁ, ଅନ୍ୟ ଯେକୌଣସି ସଂସ୍ଥା କିମ୍ୱା ବ୍ୟକ୍ତି ବିଶେଷ ସୋଲାର୍ ପ୍ୟାନେଲ୍ ଲଗାଇଲେ ତାଙ୍କୁ ଗ୍ରୀଡ୍ କନେକ୍ସନ ଦିଆଯିବ ବୋଲି ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story