ଏସ୍‌ପି ସ୍ତରରେ ଅଦଳବଦଳ: ବଦଳିଲେ ୨୧ ଏସ୍‌ପି

ଭୁବନେଶ୍ୱର: ରାଜ୍ୟରେ ଏସ୍‌ପି ସ୍ତରରେ ଆଜି ବଡ ଧରଣର ଅଦଳବଦଳ ହୋଇଛି। ମୋଟ ୨୧ ଜଣଙ୍କୁ ଅଦଳବଦଳ କରାଯାଇଛି।

କେନ୍ଦୁଝର ଏସ୍‌ପି କବିତା ଜଲାନଙ୍କୁ କଟକର ନୂଆ ଡିସିପି ଭାବେ ବଦଳି କରାଯାଇଛି। ଅନୁଗୋଳ ଏସ୍‌ପି ରାଜେଶ ପଣ୍ଡିତଙ୍କୁ କେନ୍ଦୁଝର ଏସ୍‌ପି ଭାବେ ବଦଳି କରାଯାଇଛି। କଟକ ଡିସିପି ସଞ୍ଜୀବ ଆରୋରାଙ୍କୁ ଅନୁଗୋଳ ଏସ୍‌ପି ଭାବେ ବଦଳି କରାଯାଇଛି।

ଆଶିଷ କୁମାର ସିଂହ ବଲାଙ୍ଗିର ଏସ୍‌ପି ହୋଇଥିବା ବେଳେ ପିନାକି ମିଶ୍ର କନ୍ଧମାଳ ଏସ୍‌ପି ହୋଇଛନ୍ତି। କେ. ବିଶାଲ ସିଂହ ନୟାଗଡ଼, ପ୍ରକାଶ ଆର ମୟୂରଭଞ୍ଜ, ଏମ୍‌.ଏସ୍‌. ସମ୍ପତ ନୂଆପଡ଼ା, ଯୁଗଳ କିଶୋର ବାନୋଟ ବରଗଡ଼, ଏସ୍‌.ଏସ୍‌. ମିଶ୍ର ନବରଙ୍ଗପୁର, ନିଖିଳ କୁମାର କାନଡିଆ ସୁନ୍ଦରଗଡ଼, ଜେ.ଏନ୍‌. ପଙ୍କଜ ଜଗତସିଂହପୁରକୁ ଏସ୍‌ପି ଭାବେ ବଦଳି ହୋଇଛନ୍ତି। ମନୋରଞ୍ଜନ ମହାନ୍ତି ଖୋର୍ଦ୍ଧା, ବି.କେ. ପାଣିଗ୍ରାହୀ ଢେଙ୍କାନାଳ, ମାଧବ ଚନ୍ଦ୍ର ସାହୁ କଟକ, ସୁଶୀଲ ପାଣିଗ୍ରାହୀ ଗଜପତି ଓ ଦିଲୀପ କୁମାର ଦାସ ଭଦ୍ରକ ଏସ୍‌ପି ଭାବେ ବଦଳି ହୋଇଛନ୍ତି।

ଦୀପକ କୁମାର ଏଆଇଜି ହେଡକ୍ୱାର୍ଟର୍ସକୁ ବଦଳି ହୋଇଛନ୍ତି। ସୁଧା ସିଂହ ନୂଆ ଭିଜିଲାନ୍ସ ଏସ୍‌ପି ହୋଇଛନ୍ତି। ସତ୍ୟଜିତ ନାୟକଙ୍କୁ ଏସ୍‌ପି ଏସ୍‌ଟିଏଫ୍‌ ଭାବେ ଅବସ୍ଥାପିତ କରାଯାଇଛି।

ଆହୁରି ପଢ଼ନ୍ତୁ

‘ଛେଣ୍ଡିପଦା ରାଣୀ’ ପାଇଁ ବିବାଦରେ ହ୍ୟୁମାନ ସାଗର

ଜିଲ୍ଲା ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା

ବିବାଦରେ ବିଏମସି କମିଶନର: ବର୍ଷିଲେ ବିଜୟ , ଥାନାରେ ବି ମାମଲା

କଟକ ସହର ପାଇଁ ଆଉ ୨ ଦିନ ବଢ଼ିଲା ଶଟ୍‌ଡାଉନ୍ ଅବଧି

ରାଜ୍ୟ କର୍ମଚାରୀଙ୍କୁ ବାହାରେ ମୁହଁ ଖୋଲିବା ମନା

ନୀତୀନଙ୍କୁ କରୋନା, ନୀଳାଞ୍ଚଳଙ୍କୁ ଉଠାଇ ନେଲା କୋଭିଡ୍‌ ଆମ୍ୱୁଲାନ୍ସ

ସୁପ୍ରିମକୋର୍ଟଙ୍କ ରାୟ ପରେ ରଥଯାତ୍ରା ସମ୍ଭବ ହେଲା: ଗଜପତି

ମନ୍ତ୍ରୀମହଲରେ ଟେନସନ୍, ପାୱାର କରିଡରରେ ବଢୁଛି ହାର୍ଟବିଟ୍

୨ବର୍ଷ ଯାଏଁ ଆର୍ଥିକ ଇମର୍ଜେନ୍ସୀ: ନିଯୁକ୍ତି, ଯୋଜନା ଓ ପ୍ରକଳ୍ପ ସବୁ ଠପ୍‌

ବିଏମସିର ନିଷ୍ପତ୍ତି ଅଗଣତାନ୍ତ୍ରିକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ୯ଟି ବିରୋଧୀ ଦଳର ନେତା

ଓଏଏସ ଅଫିସରସ୍ତରରେ ଅଦଳବଦଳ; କାହାକୁ କଣ ମିଳିଲା ପଢ଼ନ୍ତୁ

‘ମୋ ସରକାର’ରେ ସାମିଲ ହେବ କୋଭିଡ୍ ପରିଚାଳନା