ସାବଧାନ! ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ଗଣିବେ ଫାଇନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ଏହା ଅପରାଧ ବୋଲି ବିବେଚନା କରାଯିବ। ଆଉ ଏଥିଲାଗି ଚାଳକ ଗଣିବେ ଫାଇନ୍ । ପୂର୍ବରୁ ମଦ ପିଇ ଗାଡ଼ି ଚଳାଇଲେ କୋର୍ଟରେ ଜରିମାନା ଦେବାକୁ ପଡ଼ୁଥିଲା। ହେଲେ ଏବେ ମୋବାଇଲେ କଥା ହେଲେ ମଧ୍ୟ ଏଥିଲାଗି ଦଣ୍ଡିତ ହେବାକୁ ପଡ଼ିବ। ଏ ନେଇ ପୁଲିସ ଡିଜି ଓ ଭୁବନେଶ୍ୱ-କଟକ ପୁଲିସ କମିଶନରଙ୍କୁ ଚିଠି ଲେଖିଛନ୍ତି ପରିବହନ ସଚିବ ଜି. ଶ୍ରୀନିବାସ। ସେ ଚିଠିରେ ଉଲ୍ଲେଖ […]

Mobile-Phone-----0000

Mobile-Phone-----0000

Tapaswini Nayak
  • Published: Thursday, 12 September 2019
  • Updated: 12 September 2019, 08:22 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ଏହା ଅପରାଧ ବୋଲି ବିବେଚନା କରାଯିବ। ଆଉ ଏଥିଲାଗି ଚାଳକ ଗଣିବେ ଫାଇନ୍ ।

ପୂର୍ବରୁ ମଦ ପିଇ ଗାଡ଼ି ଚଳାଇଲେ କୋର୍ଟରେ ଜରିମାନା ଦେବାକୁ ପଡ଼ୁଥିଲା। ହେଲେ ଏବେ ମୋବାଇଲେ କଥା ହେଲେ ମଧ୍ୟ ଏଥିଲାଗି ଦଣ୍ଡିତ ହେବାକୁ ପଡ଼ିବ। ଏ ନେଇ ପୁଲିସ ଡିଜି ଓ ଭୁବନେଶ୍ୱ-କଟକ ପୁଲିସ କମିଶନରଙ୍କୁ ଚିଠି ଲେଖିଛନ୍ତି ପରିବହନ ସଚିବ ଜି. ଶ୍ରୀନିବାସ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ,  ଧାରା ୧୮୪ ‘ଗ’ ଅନୁସାରେ ମୋବାଇଲରେ କଥା ହୋଇ ଗାଡ଼ି ଚଳାଇବା ଅପରାଧରେ ଫାଇନ୍ ଦେବାକୁ ପଡ଼ିବ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଛି ସଂଶୋଧିତ ମୋଟର ଯାନ ଆଇନ। ଏହି ଆଇନ ଅନୁଯାୟୀ ପରିବହନ ବିଭାଗ ପକ୍ଷରୁ ପୂର୍ବାପେକ୍ଷା ଅଧିକ ଜୋରିମାନା ଆଦାୟ ହେଉଛି। ଏହି ନୂଆ ଆଇନ୍‌କୁ କଡ଼ାକଡ଼ି କରାଯାଇଥିବାରୁ ଲୋକେ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି । ଫଳରେ ଫାଇନ୍‌କୁ ନେଇ ଲୋକଙ୍କ ମଧ୍ୟରେ କୁକୁଆ ଭୟ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story