ଖଣି ଅଞ୍ଚଳର ବିକାଶ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ

କେନ୍ଦୁଝର: ଖଣି ଅଞ୍ଚଳର ବିକାଶ ପାଇଁ ଏକ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ। ଏହା ଜରିଆରେ କେନ୍ଦୁଝରର ବିକାଶ କରାଯିବ ସହ ଅନ୍ୟ ଖଣି ପ୍ରଭାବିତ ଜିଲ୍ଲା ଗୁଡ଼ିକର ଉନ୍ନତି ପାଇଁ ପ୍ରସ୍ତୁତ କରାଯାଇଥିବା ପ୍ରସ୍ତାବ ଗୁଡ଼ିକର ସଠିକ ରୂପାୟନ କରାଯାଇପାରିବ। ଏଥିପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ଡିଷ୍ଟ୍ରିକ୍ଟ ମିନେରାଲ୍ ଫଣ୍ଡର ସଠିକ୍‌ ବିନିଯୋଗ ନେଇ ଆଜି କେନ୍ଦୁଝର ସଦର ମହକୁମାରେ ଅନୁଷ୍ଠିତ ବୈଠକ ପରେ ରାଜ୍ୟ ଉନ୍ନୟନ କମିଶନର ଆର୍.ବାଲକ୍ରିଷ୍ଣନ୍ ଏହି […]

Rakesh Mallick
  • Published: Saturday, 21 October 2017
  • Updated: 21 October 2017, 07:56 PM IST

କେନ୍ଦୁଝର: ଖଣି ଅଞ୍ଚଳର ବିକାଶ ପାଇଁ ଏକ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ। ଏହା ଜରିଆରେ କେନ୍ଦୁଝରର ବିକାଶ କରାଯିବ ସହ ଅନ୍ୟ ଖଣି ପ୍ରଭାବିତ ଜିଲ୍ଲା ଗୁଡ଼ିକର ଉନ୍ନତି ପାଇଁ ପ୍ରସ୍ତୁତ କରାଯାଇଥିବା ପ୍ରସ୍ତାବ ଗୁଡ଼ିକର ସଠିକ ରୂପାୟନ କରାଯାଇପାରିବ। ଏଥିପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ଡିଷ୍ଟ୍ରିକ୍ଟ ମିନେରାଲ୍ ଫଣ୍ଡର ସଠିକ୍‌ ବିନିଯୋଗ ନେଇ ଆଜି କେନ୍ଦୁଝର ସଦର ମହକୁମାରେ ଅନୁଷ୍ଠିତ ବୈଠକ ପରେ ରାଜ୍ୟ ଉନ୍ନୟନ କମିଶନର ଆର୍.ବାଲକ୍ରିଷ୍ଣନ୍ ଏହି ସୂଚନା ଦେଇଛନ୍ତି।

ଏହି ବୈଠକରେ ଜଙ୍ଗଲ ଓ ପରିବେଶ ସଚିବଙ୍କ ସମେତ ଜଳସମ୍ପଦ, ସ୍କୁଲ ଓ ଗଣଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଅନୁସୂଚିତ ଜାତି ଓ ଜନଜାତି ସମେତ ଦକ୍ଷତା ବୃଦ୍ଧି ଓ ବୈଷୟିକ ବିଭାଗର ସଚିବମାନେ ଉପସ୍ଥିତ ଥିଲେ। ରାଜ୍ୟ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ଲୋକଙ୍କ ଠାରୁ ଭିନ୍ନ ଭିନ୍ନ ପ୍ରସଙ୍ଗରେ ମତ ସଂଗ୍ରହ କରାଯାଇଥିଲା। ସେହି ଆଧାରରେ ସ୍ୱତନ୍ତ୍ର ଆକ୍ସନ୍ ପ୍ଲାନ୍‌ ପ୍ରସ୍ତୁତ କରି ପଦକ୍ଷେପ ନିଆଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story