ଆଦିବାସୀ ବହୁଳ ଅଞ୍ଚଳରେ ବାଜରା ବ୍ୟବହାରକୁ ଗୁରୁତ୍ୱ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ବାଜରା ଚାଷ ପାଇଁ ପ୍ରୋତ୍ସାହନ ସହ ବାଜରାରେ ପ୍ରସ୍ତୁତ ଖାଦ୍ୟ କିଭଳି ଅଦିବାସୀ ବହୁଳ ଅଞ୍ଚଳରେ ପୁନଃ ବ୍ୟବହାର ହେବ ସେ ନେଇ ପଦକ୍ଷେପ ନେଇଛି ‘ଲିଭିଂ ଫାର୍ମ’। ଏହି କୃଷି କିଭଳି ଅଧିକ ଲୋକାଦ୍ରୁତ ହେବ ସେଥିଲାଗି ରାଜ୍ୟର ଏହି ସ୍ୱାଚ୍ଛାସେବୀ ଅନୁଷ୍ଠାନ ଆଗେଇ ଆସିଛି। ଯୋଜନା ମୁତାବକ ରାୟଗଡା ଓ କୋରାପୁଟ ଅଞ୍ଚଳରେ ଆଦାବାସୀ ସମୁହ କିଭଳି ବାଜରା ଓ ଏହା ଉପଯୋଗରେ ଉତ୍ପାଦିତ ଖାଦ୍ୟ ବ୍ୟବହାର […]

IMG-20180316-WA0033

IMG-20180316-WA0033

Rakesh Mallick
  • Published: Monday, 16 April 2018
  • Updated: 16 April 2018, 08:04 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ବାଜରା ଚାଷ ପାଇଁ ପ୍ରୋତ୍ସାହନ ସହ ବାଜରାରେ ପ୍ରସ୍ତୁତ ଖାଦ୍ୟ କିଭଳି ଅଦିବାସୀ ବହୁଳ ଅଞ୍ଚଳରେ ପୁନଃ ବ୍ୟବହାର ହେବ ସେ ନେଇ ପଦକ୍ଷେପ ନେଇଛି ‘ଲିଭିଂ ଫାର୍ମ’। ଏହି କୃଷି କିଭଳି ଅଧିକ ଲୋକାଦ୍ରୁତ ହେବ ସେଥିଲାଗି ରାଜ୍ୟର ଏହି ସ୍ୱାଚ୍ଛାସେବୀ ଅନୁଷ୍ଠାନ ଆଗେଇ ଆସିଛି। ଯୋଜନା ମୁତାବକ ରାୟଗଡା ଓ କୋରାପୁଟ ଅଞ୍ଚଳରେ ଆଦାବାସୀ ସମୁହ କିଭଳି ବାଜରା ଓ ଏହା ଉପଯୋଗରେ ଉତ୍ପାଦିତ ଖାଦ୍ୟ ବ୍ୟବହାର କରିବେ ସେ ନେଇ ପ୍ରଶିକ୍ଷଣ ଦିଆଯାଉଛି। ଏଠାକାର କିଛି ଅଙ୍ଗନୱାଡି କର୍ମିଙ୍କୁ ବାଜରାରେ ପ୍ରସ୍ତୁତ ଖିରି, ଉପମା, ପୋଡପିଠା ଓ ଚକୁଳି ଭଳି ସ୍ୱାଦିଷ୍ଟ ବ୍ୟଞ୍ଜନ କିଭଳି ପ୍ରସ୍ତୁତ ହେବ ସେ ନେଇ ପ୍ରଶିକ୍ଷିତ କରାଯାଉଛି।

ସୂଚନାଯୋଗ୍ୟ ଯେ, ଆଦିବାସୀ ଅଞ୍ଚଳରେ ଗହମ ଓ ଚାଉଳ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସହଜରେ ଉପଲବ୍ଧ ହେଉଥିବାରୁ ବାଜରା ପ୍ରକ୍ରିୟାକରଣରେ କେହି ବିଶେଷ ଧ୍ୟାନ ଦେଉ ନାହାନ୍ତି। ମାତ୍ର ବାସ୍ତବରେ ଚାଉଳ ଓ ଗହମ ଅପେକ୍ଷା ବାଜରାରେ ଅଧିକ ଖାଦ୍ୟସାର ରହୁଥିବାରୁ ଏହାର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛି ସମ୍ପୃକ୍ତ ସଂସ୍ଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story