ମରୁଡ଼ି ଜନିତ ଆଗୁଆ ସୂଚନା ପାଇଁ କାର୍ଯ୍ୟକ୍ଷମ ହେବ ଡ୍ରାଉଟ ମନିଟରିଙ୍ଗ ସେଲ୍‌

ଭୁବନେଶ୍ୱର: ମରୁଡ଼ିଜନିତ ଆଗୁଆ ସୂଚନା ଜାଣିବା ପାଇଁ ଖୁବ୍‌ଶୀଘ୍ର ଡ୍ରାଉଟ ମନିଟରିଙ୍ଗ ସେଲ କାର୍ଯ୍ୟକ୍ରମ ହେବ। ଏଥିପାଇଁ ୯୪ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଓସଡମା ଗଭର୍ଣ୍ଣିଂ ବଡ଼ି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ୍ତ ମହାପାତ୍ର କହିଛନ୍ତି,“ଡ୍ରାଉଟ ମନିଟରିଙ୍ଗ ସେଲ୍‌ ପ୍ରତିଷ୍ଠା ହେଲେ ବର୍ଷାର ପରିମାଣ ନେଇ ପ୍ରାକ୍ ସୂଚନା ମିଳିପାରିବ। ଏହାଛଡ଼ା ସ୍ଥାନୀୟ ଅଞ୍ଚଳର ଜଳବାୟୁ, ଚାଷ ଜମିର ସ୍ଥିତି […]

pradepta-mohapatra

pradepta-mohapatra

Rakesh Mallick
  • Published: Saturday, 18 February 2017
  • Updated: 18 February 2017, 08:00 PM IST

Sports

Latest News


ଭୁବନେଶ୍ୱର: ମରୁଡ଼ିଜନିତ ଆଗୁଆ ସୂଚନା ଜାଣିବା ପାଇଁ ଖୁବ୍‌ଶୀଘ୍ର ଡ୍ରାଉଟ ମନିଟରିଙ୍ଗ ସେଲ କାର୍ଯ୍ୟକ୍ରମ ହେବ। ଏଥିପାଇଁ ୯୪ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଓସଡମା ଗଭର୍ଣ୍ଣିଂ ବଡ଼ି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ୍ତ ମହାପାତ୍ର କହିଛନ୍ତି,“ଡ୍ରାଉଟ ମନିଟରିଙ୍ଗ ସେଲ୍‌ ପ୍ରତିଷ୍ଠା ହେଲେ ବର୍ଷାର ପରିମାଣ ନେଇ ପ୍ରାକ୍ ସୂଚନା ମିଳିପାରିବ। ଏହାଛଡ଼ା ସ୍ଥାନୀୟ ଅଞ୍ଚଳର ଜଳବାୟୁ, ଚାଷ ଜମିର ସ୍ଥିତି ଓ ବର୍ଷାର ପରିମାଣ ନେଇ ଆଗୁଆ ତଥ୍ୟ ଜଣାପଡ଼ିବ। ଫଳରେ ମରୁଡି ଜନିତ କ୍ଷୟକ୍ଷତି ରୋକାଯିବା ସାଙ୍ଗକୁ ପ୍ରତିକାର ନେଇ ପଦକ୍ଷେପ ନିଆଯାଇ ପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos