ବୋଲବମ୍‌ରେ କ୍ରୀଡ଼ା ମନ୍ତ୍ରୀ

କଟକ: କେବଳ ସାଧାରଣ ଲୋକ ନୁହଁନ୍ତି, ଆସ୍ଥା ଓ ବିଶ୍ୱାସକୁ ଆଧାର କରି ମନ୍ତ୍ରୀ ବି ସାମିଲ ହୋଇଛନ୍ତି ବୋଲବମ୍ ଯାତ୍ରାରେ। ରାଜ୍ୟ କ୍ରୀଡ଼ା ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା।

କଟକ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତଗଙ୍ଗା ଚିତ୍ରୋପ୍ତଳା ନଦୀରୁ ପାଣି ଉଠାଇ ନତକାଇସ୍ଥିତ ଶକ୍ତିଶ୍ୱର ମହାଦେବଙ୍କ ପୀଠରେ ଜଳାଭିଷେକ କରିଛନ୍ତି। ଗତକାଲି ଅପରାହ୍ନରେ ଜଳାଭିଷେକ ପାଇଁ ପାଣି ଉଠାଇଥିଲେ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା।