ଏସଆର ଗ୍ରୀନ୍ ଚିଟଫଣ୍ଡ୍ ସଂସ୍ଥା ଉପରେ ସିବିଆଇ ଚଢ଼ାଉ, ବାଲେଶ୍ୱର ସମେତ ଦେଶର ୧୯ଟି ଜାଗାରେ ଚଢ଼ାଉ

ଭୁବନେଶ୍ୱର: ଏସଆର୍ ଗ୍ରୀନ ଚିଟଫଣ୍ଡ ସଂସ୍ଥା ଉପରେ ଆଜି ହୋଇଛି ସିବିଆଇ ଚଢ଼ାଉ। ସାରା ଦେଶରେ ୧୯ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ଓଡ଼ିଶାର ବାଲେଶ୍ୱରରେ ମଧ୍ୟ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି। ସଂସ୍ଥାର ଅଫିସ୍, ଏମଡି ଓ ନିର୍ଦ୍ଦେଶକମାନଙ୍କ ଘରେ ଏହି ସବୁ ଚଢ଼ାଉ କରାଯାଇଛି ବୋଲି ନୂଆଦିଲ୍ଲୀ ସ୍ଥିତ ସିବିଆଇର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚଢ଼ାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି। ଏସଆର୍ ଚିଟଫଣ୍ଡ ସଂସ୍ଥା ଲୋକଙ୍କଠାରୁ […]

chitfund

chitfund

Rakesh Mallick
  • Published: Thursday, 01 October 2015
  • Updated: 01 October 2015, 10:35 AM IST

Sports

Latest News

ଭୁବନେଶ୍ୱର: ଏସଆର୍ ଗ୍ରୀନ ଚିଟଫଣ୍ଡ ସଂସ୍ଥା ଉପରେ ଆଜି ହୋଇଛି ସିବିଆଇ ଚଢ଼ାଉ। ସାରା ଦେଶରେ ୧୯ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ଓଡ଼ିଶାର ବାଲେଶ୍ୱରରେ ମଧ୍ୟ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି। ସଂସ୍ଥାର ଅଫିସ୍, ଏମଡି ଓ ନିର୍ଦ୍ଦେଶକମାନଙ୍କ ଘରେ ଏହି ସବୁ ଚଢ଼ାଉ କରାଯାଇଛି ବୋଲି ନୂଆଦିଲ୍ଲୀ ସ୍ଥିତ ସିବିଆଇର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚଢ଼ାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି। ଏସଆର୍ ଚିଟଫଣ୍ଡ ସଂସ୍ଥା ଲୋକଙ୍କଠାରୁ କୋଟ୍ କୋଟି ଟଙ୍କା ଠକି ଥିବା ଅଭିଯୋଗ ହୋଇଛି। କୋଲକାତାରୁ ଚିଟଫଣ୍ଡ ବ୍ୟବସାୟ ଆରମ୍ଭ କରିଥିବା ଏହି ସଂସ୍ଥା ପରବର୍ତ୍ତୀ ସମୟରେ ଦେଶର ଅନ୍ୟାନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ବ୍ୟବସାୟକୁ ବଢ଼ାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story