ରତ୍ନଭଣ୍ଡାରେ ରହିଛି ଏମିତି ସବୁ ଅଳଙ୍କାର, ଯାହା ବିଶ୍ୱରେ ଦୁର୍ମୂଲ୍ୟ

ପୁରୀ(ଓଡିଶା ରିପୋର୍ଟର): ଶ୍ରୀମନ୍ଦିର ଇତିହାସ କହୁଛି, ୧୯୭୮ ମସିହାରେ ୭୦ ଦିନ ଧରି ମହାପ୍ରଭୁଙ୍କର ଦୁର୍ଲଭ ଅଳଙ୍କାର ଗୁଡ଼ିକର ଗଣନା କରାଯାଇଥିଲା। ଏ ନେଇ ଏକ ତାଲିକା ପୁସ୍ତକ ମଧ୍ୟ ରହିଛି। ଯେଉଁଥିରେ ଦର୍ଶାଯାଇଛି ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ରହିଛି ୫୯୮ ପ୍ରକାରର ହୀରା, ନୀଳା, ମୋତି, ମାଣିକ୍ୟ। ତାମଧ୍ୟରୁ ୩୧ ପ୍ରକାରର ଅଳଙ୍କାରକୁ ବିଭିନ୍ନ ଯାନିଯାତ୍ରାରେ ଶ୍ରୀଜୀଉଙ୍କୁ ବିଭୁଷିତ କରାଯାଇଥାଏ। ଆଉ ବଳକା ଅଳଙ୍କାରକୁ ଭିତର ଭଣ୍ଡାରରେ ରଖାଯାଇଛି । ତେବେ ଏତେ ପରିମାଣର ଅଳଙ୍କାର ଥିବା […]

3444

3444

Rakesh Mallick
  • Published: Saturday, 24 March 2018
  • Updated: 24 March 2018, 11:00 PM IST

Sports

Latest News

ପୁରୀ(ଓଡିଶା ରିପୋର୍ଟର): ଶ୍ରୀମନ୍ଦିର ଇତିହାସ କହୁଛି, ୧୯୭୮ ମସିହାରେ ୭୦ ଦିନ ଧରି ମହାପ୍ରଭୁଙ୍କର ଦୁର୍ଲଭ ଅଳଙ୍କାର ଗୁଡ଼ିକର ଗଣନା କରାଯାଇଥିଲା। ଏ ନେଇ ଏକ ତାଲିକା ପୁସ୍ତକ ମଧ୍ୟ ରହିଛି। ଯେଉଁଥିରେ ଦର୍ଶାଯାଇଛି ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ରହିଛି ୫୯୮ ପ୍ରକାରର ହୀରା, ନୀଳା, ମୋତି, ମାଣିକ୍ୟ। ତାମଧ୍ୟରୁ ୩୧ ପ୍ରକାରର ଅଳଙ୍କାରକୁ ବିଭିନ୍ନ ଯାନିଯାତ୍ରାରେ ଶ୍ରୀଜୀଉଙ୍କୁ ବିଭୁଷିତ କରାଯାଇଥାଏ। ଆଉ ବଳକା ଅଳଙ୍କାରକୁ ଭିତର ଭଣ୍ଡାରରେ ରଖାଯାଇଛି । ତେବେ ଏତେ ପରିମାଣର ଅଳଙ୍କାର ଥିବା ରତ୍ନଭଣ୍ଡାରକୁ କେମିତି ଏବଂ କେତେ ସୁରକ୍ଷିତ ଢ଼ଙ୍ଗରେ ଯାଞ୍ଚ କରାଯିବ, ସୁରକ୍ଷା ଦୃଷ୍ଟିରୁ ଯାଞ୍ଚ ସମୟରେ କେଉଁମାନେ ଉପସ୍ଥିତ ରହିବେ ସେନେଇ ଏବେ ଛିଡ଼ା ହୋଇଛି ପ୍ରଶ୍ନବାଚୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos