‘ଶ୍ରୀମନ୍ଦିର ଜଗମୋହନ ମରାମତି ବେଳେ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯିବା ଉଚିତ୍’

ପୁରୀ: ଶ୍ରୀମନ୍ଦିରରେ ଜଗମୋହନ ମରାମତି ନିଷ୍ପତ୍ତିକୁ  ସ୍ୱାଗତ କରିଛି  ଗରାବଡୁ ନିଯୋଗ ଓ ପ୍ରତିହାରୀ ନିଯୋଗ। ତେବେ  ମରାମତି ବେଳେ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯିବା ଉଚିତ୍ ବୋଲି ଉଭୟ ନିଯୋଗ କହିଛନ୍ତି। ଗରାବଡୁ ନିଯୋଗ ସମ୍ପାଦକ ରଜତ କୁମାର ପଡିହାରୀ କହିଛନ୍ତି ଯେ ଜଗମୋହନର ମରାମତି କାମକୁ ଆମେ ସ୍ୱାଗତ କରୁଛୁ । କିନ୍ତୁ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯିବା ସହ ଠାକୁରଙ୍କର ନୀତି ମଧ୍ୟ କିଭଳି ସୁରୁଖୁରରେ ହେବ ସେନେଇ ଦୃଷ୍ଟି ଦିଆଯିବା ଦରକାର। […]

shreemandir

shreemandir

Rakesh Mallick
  • Published: Friday, 04 December 2015
  • Updated: 04 December 2015, 09:28 AM IST

Sports

Latest News

ପୁରୀ: ଶ୍ରୀମନ୍ଦିରରେ ଜଗମୋହନ ମରାମତି ନିଷ୍ପତ୍ତିକୁ  ସ୍ୱାଗତ କରିଛି  ଗରାବଡୁ ନିଯୋଗ ଓ ପ୍ରତିହାରୀ ନିଯୋଗ। ତେବେ  ମରାମତି ବେଳେ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯିବା ଉଚିତ୍ ବୋଲି ଉଭୟ ନିଯୋଗ କହିଛନ୍ତି।

ଗରାବଡୁ ନିଯୋଗ ସମ୍ପାଦକ ରଜତ କୁମାର ପଡିହାରୀ କହିଛନ୍ତି ଯେ ଜଗମୋହନର ମରାମତି କାମକୁ ଆମେ ସ୍ୱାଗତ କରୁଛୁ । କିନ୍ତୁ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯିବା ସହ ଠାକୁରଙ୍କର ନୀତି ମଧ୍ୟ କିଭଳି ସୁରୁଖୁରରେ ହେବ ସେନେଇ ଦୃଷ୍ଟି ଦିଆଯିବା ଦରକାର। ଛତିଶା ନିଯୋଗ ବୈଠକ ବସିଲେ ହିଁ ଯାହା ନିଷ୍ପତ୍ତି ହୋଇପାରିବ ବୋଲି ସେ କହିଛନ୍ତି।

ଆସନ୍ତା ୧୬ରୁ ଆରମ୍ଭ ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି କାମ ହେବ। ତେବେ ମରାମତି ସମୟରେ ରତ୍ନ ସିଂହାସନରୁ ଶ୍ରୀଜିଉଙ୍କୁ ସ୍ଥାନାନ୍ତର କରାଯିବ ନାହିଁ। ଏନେଇ ବୈଷୟିକ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ସେବାୟତଙ୍କ ସହ ବୈଠକ ପରେ ଏ ନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଗୁରୁବାର କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story