ଶ୍ରୀମନ୍ଦିର ସଂସ୍କାର ପାଇଁ ସତ୍ୟପାଠ ସଂଖ୍ୟା ବଢ଼ୁଛି

କଟକ: ଶ୍ରୀମନ୍ଦିର ସଂସ୍କାର ପାଇଁ ଗଠିତ ଜଷ୍ଟିସ୍‌ ବି.ପି. ଦାସ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାଛଡ଼ା ଦେଶ ଓ ବିଦେଶରୁ ଇ-ମେଲ୍‌ ମାଧ୍ୟମରେ ୮୦ଟି ପ୍ରସ୍ତାବ କମିଶନଙ୍କ ପାଖକୁ ଆସିଛି। ଆଗାମୀ ଦିନରେ ଏହି ସଂଖ୍ୟା ବଢ଼ିପାରେ ବୋଲି କମିଶନର ଜଷ୍ଟିସ୍‌ ଦାସ କହିଛନ୍ତି। ଶ୍ରୀମନ୍ଦିର ସଂସ୍କାର ପାଇଁ ଗଠିତ କମିଶନଙ୍କ ଆଜି ପ୍ରଥମ ବୈଠକ ବସିଥିଲା। ଏଥିରେ ସ୍ୱାଧୀନତା ସଂଗ୍ରାମୀ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ସମାଜସେବୀ, ଓକିଲ ଓ ଶ୍ରୀମନ୍ଦିର […]

b-p-das

b-p-das

Rakesh Mallick
  • Published: Thursday, 17 November 2016
  • Updated: 17 November 2016, 07:27 PM IST

Sports

Latest News

କଟକ: ଶ୍ରୀମନ୍ଦିର ସଂସ୍କାର ପାଇଁ ଗଠିତ ଜଷ୍ଟିସ୍‌ ବି.ପି. ଦାସ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାଛଡ଼ା ଦେଶ ଓ ବିଦେଶରୁ ଇ-ମେଲ୍‌ ମାଧ୍ୟମରେ ୮୦ଟି ପ୍ରସ୍ତାବ କମିଶନଙ୍କ ପାଖକୁ ଆସିଛି। ଆଗାମୀ ଦିନରେ ଏହି ସଂଖ୍ୟା ବଢ଼ିପାରେ ବୋଲି କମିଶନର ଜଷ୍ଟିସ୍‌ ଦାସ କହିଛନ୍ତି।

ଶ୍ରୀମନ୍ଦିର ସଂସ୍କାର ପାଇଁ ଗଠିତ କମିଶନଙ୍କ ଆଜି ପ୍ରଥମ ବୈଠକ ବସିଥିଲା। ଏଥିରେ ସ୍ୱାଧୀନତା ସଂଗ୍ରାମୀ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ସମାଜସେବୀ, ଓକିଲ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଯୋଗଦେଇଥିଲେ। ବୈଠକରେ କମିଶନ କିପରି ତଦନ୍ତ କରିବେ ସେ ନେଇ ଆଲୋଚନା ହୋଇଥିଲା।

ଆସନ୍ତା ୪ ତାରିଖରେ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲର ଶେଷ ତାରିଖ। ଏହା ପରେ ରାଜ୍ୟର ୩୨ଟି ଯାକ ଡ୍ରପ୍‌ବକ୍ସରୁ ସତ୍ୟପାଠ ସଂଗ୍ରହ କରାଯାଇ ସାକ୍ଷ୍ୟ ଗ୍ରହଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story